ଲାଇନଚ୍ୟୁଚ ହେଲା ଯାତ୍ରୀବାହୀ ଟ୍ରେନ, ୧୦ ଆହତ
ଲାଇନଚ୍ୟୁଚ ହେଲା ଯାତ୍ରୀବାହୀ ଟ୍ରେନ, ୧୧ ଆହତ
ଜୟପୁର: ସୋମବାର ସକାଳେ ରାଜସ୍ଥାନର ପାଲିରେ ଯୋଧପୁର ସୁର୍ଯ୍ୟନଗରୀ ଏକ୍ସପ୍ରେସର ୧୧ ଟି ବଗି ଲାଇନଚ୍ୟୁତ ହୋଇଛି । ରାତି ୩.୨୭ ରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

11 coaches were impacted due to derailment of Bandra Terminus-Jodhpur Suryanagari Express train. No casualties reported yet. Higher officials have reached spot. Buses have been arranged for stranded passengers so that they can reach their destinations: CPRO, North Western Railway pic.twitter.com/U4ZoM1YlrI
— ANI MP/CG/Rajasthan (@ANI_MP_CG_RJ) January 2, 2023
ଅନ୍ୟପକ୍ଷରେ ଟ୍ରେନ୍ ଲାଇନଚ୍ୟୁଚ ହେବାରୁ ଅନେକ ଟ୍ରେନର ଗମନା ଗମନରେ ବ୍ୟାଘାତ ସୃଷ୍ଟି ହୋଇଛି । ଦୁର୍ଘଟଣା ପରେ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ସେହିପରି ୪ଟି ଟ୍ରେନର ଗତିପଥ ବଦଳାଯାଇଛି ।












Click it and Unblock the Notifications