ଧନଧାନ୍ୟ-ସୁଖ-ସମୃଦ୍ଧିରେ ଭରିଯିବ ଘର, ରହିବନି ଅଶାନ୍ତି:ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ସବୁବେଳେ ଆମେ କିଛି ଲୋକଙ୍କ ଠାରୁ ଶୁଣିଥାଉ କି' ନିଜ ଘର ସବୁବେଳେ ନିଜର ହୋଇଥାଏ । ଘରଠାରୁ ବାହାରେ ହେଉଥିବା ଝଗଡାରୁ ସେତେବେଳେ ରକ୍ଷା ମିଳିଥାଏ ଯେତେବେଳେ ଆମେ ଆମ ଘରକୁ ଫେରିଆସିଥାଏ । ଘରେ ଆମକୁ ଶାନ୍ତିର ପରିବେଶ ମିଳିଥାଏ । କ'ଣ ଆପଣ କେବେ ଭାବିଛନ୍ତି କି' ଏପରି ଅନୁଭବ ଆମ ମାନଙ୍କୁ କାହିଁକି ହୋଇଥାଏ । କାରଣ ଏହା ପଛରେ ଘର ଭିତରେ ଥିବା ବାସ୍ତୁ ହିଁ ହୋଇଥାଏ ଯିଏ ଆମଙ୍କୁ ଭଲ ଶକ୍ତି ପ୍ରଦାନ କରିଥାଏ । ଯେଉଁଠାରେ ଭଲ ବାସ୍ତୁ ହେବା କାରଣରୁ ସକରାତ୍ମକ ଚିନ୍ତା ମିଳିଥାଏ ସେହି ଠାରେ ବାସ୍ତୁ ଦୋଷ କାରଣରୁ ଅନେକ୍ ଚିନ୍ତା ଭରି ରହିଥାଏ ଜୀବନରେ । ଆସନ୍ତୁ ଜାଣିବା ଘରେ ହେଉଥିବା ଭଲ ଓ ଖରାପ୍ ବାସ୍ତୁ ଦୋଷ ବିଷୟରେ ।

ଘରର ମୂଖ୍ୟ କବାଟ କିପରି ହେବା ଦରକାର୍:

•ଘରର ମୁଖ୍ୟ କବାଟ ଦେଇ ସକରାତ୍ମକ ଏବଂ ନକାରତ୍ମକ ଉର୍ଜ୍ଜା ପ୍ରବେଶ କରିଥାଏ । ଏଥିପାଇଁ ସବୁବେଳେ ଘରର ମୁଖ୍ୟ ଦ୍ବାରକୁ ପରିସ୍କାର ରଖନ୍ତୁ । ଏହା ଛଡା ସଂନ୍ଧ୍ୟା ପରଠାରୁ ଦୂଆର ମୁହଁ ଅନ୍ଧାର ରଖନ୍ତୁ ନାହିଁ ।

• ବହୁତ ଲୋକଙ୍କର ଅଭ୍ୟାସ ରହିଥାଏ କି ଘରର ମୂଖ୍ୟ କବାଟ ସମ୍ନାରେ ଜୋତା ଚପଲ ରଖିବା । ଏହା ଦ୍ବାରା ଘର ଉପରେ ନକରାତ୍ମକ ଉର୍ଜ୍ଜାର ପ୍ରଭାବ ସହଜରେ ପଡିଥାଏ । ଘରେ ଏସବୁ ଜିନିଷ ପ୍ରତି ନଜର ଦିଅନ୍ତୁ ।

• ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦୂଆର ମୁହଁ ଉପରେ କୌଣସି ଖମ୍ବ କିମ୍ବା ଗଛର ଛାଇ ନପଡିବା ଉଚତ୍ ।

money

• ଘରର ମଧ୍ୟରେ କେବେ ହେଲେ ମୁଖ୍ୟ କବାଟ କରିବା ଉଚିତ୍ ନୁହେଁ କାରଣ ବାସ୍ତୁରେ ଏହାକୁ ଅଶୁଭ ବୋଲି କୁହାଯାଇଥାଏ ।

• ବାସ୍ତୁ ଅନୁସାରେ ଘରର ମୁଖ୍ୟ କବାଟ ଖୋଲିବା ସମୟରେ ସାମ୍ନାରେ ସିଡି ନରହିବା ଭଲ । ଏହା ସହିତ ମୁଖ୍ୟ କବାଟ ସର୍ବଦା ଭିତରକୁ ଖୋଲୁଥିବା ଉଚିତ୍ ।

ବାସ୍ତୁର ସରଳ ଉପାୟ:

• ଘରେ ସକରାତ୍ମକ ଉର୍ଜ୍ଜାକୁ ଆକର୍ଷିତ କରିବା ପାଇଁ ଘରର ମୂଖ୍ୟ ଦୁଆର ମୁହଁରେ ସ୍ବସ୍ତିକ୍ ଚିହ୍ନ କରନ୍ତୁ । ଏବଂ ଦୂଆର ଉପରେ ପାଦୁକା ଦର୍ପଣ ସ୍ଥାପିତ କରନ୍ତୁ ।

• ଘରର ମୂଖ୍ୟ କବାଟରେ ନାଲି ରଙ୍ଗର ଫିତା ବାନ୍ଧିବା ଦ୍ବାରା ଘରେ ନକାରତ୍ମକ ଉର୍ଜ୍ଜା ପ୍ରବେଶ କରିପାରେ ନାହିଁ ।

• ଘରେ ନକରାତ୍ମକ ଉର୍ଜ୍ଜାକୁ ଦୂର କରିବା ପାଇଁ ଉଇଣ୍ଡ୍ ଚାଇମ୍ ମଧ୍ୟ ଲଗାଇ ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+