ଜାଣନ୍ତୁ କାହିଁକି ପିଲାମାନେ ହୋଇଯାନ୍ତି ସ୍ୱାର୍ଥପର ?
ସମସ୍ତେ ଭାବନ୍ତି ଛୋଟ ଛୋଟ ପିଲାମାନେ ଟେନସନ ଫ୍ରି ଥାନ୍ତି । ଆପଣବି ସେମିତି ଭାବୁଛନ୍ତି ନା । ଯଦି ଏଭଳି ଭାବୁଛନ୍ତି ତେବେ ବଦଳାଇ ଦିଅନ୍ତୁ ନିଜର ଭାବନା , କାରଣ ଆପଣ ଭୁଲ ଭାବୁଛନ୍ତି । ପିଲାମାନେ ହାଇପରଟେନସନ ବା ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଛୋଟ ଛୋଟ କଥାରେ ଟେନସନ ହୋଇଯାନ୍ତି କୁନି ପିଲାମାନେ ।
ଯେଉଁ ପିଲାଙ୍କର ଭାଇ ଭଉଣୀ ନାହାନ୍ତି ସେମାନେ ବହୁ ସ୍ୱାର୍ଥପର ହୋଇଯାନ୍ତି । କେବଳ ଏତିକି ନୁହଁ ଏଭଳି ପିଲାମାନେ ଏକୁଟିଆ ରହି ବିଭିନ୍ନ ମାନସିକ ଚାପରେ ରହନ୍ତି । ରିସର୍ଚ୍ଚରୁ ଜଣାପଡିଛି ଯେ , ଅନ୍ୟ ପିଲାମାନଙ୍କ ତୁଳନାରେ ଏହି ପିଲାଙ୍କର ମସ୍ତିଷ୍କ ଅଲଗା ପ୍ରକାର ବୃଦ୍ଧି ପାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ପିଲାମାନେ ହାଇପରଟେନସନର ଶିକାର ହୁଅନ୍ତି ।

ଡାକ୍ତରଙ୍କ କହିବା ଅନୁଯାୟୀ ବର୍ତ୍ତମାନର ଲାଇଫଷ୍ଟାଇଲ ହିଁ ଏଭଳି ହାଇପରଟେନସନର କାରଣ । ଏଭଳି ଛୁଆମାନେ ଅତି ସ୍ନେହି ପାଲଟିଯାନ୍ତି ଆଉ ନିଜର କୌଣସି ଜିନିଷ କାହାକୁ ଦେବାକୁ ରାଜି ହୁଅନ୍ତି ନାହିଁ । କେବଳ ଜିନିଷ ନୁହଁ ଖାଦ୍ୟ ପଦାର୍ଥ ବି କାହା ସହ ସେୟାର କରିବାକୁ ଚାହାନ୍ତି ନାହିଁ । ଆଜିକାଲିର ପିଲାମାନେ ହାଇ କେଲୋଷ୍ଚ୍ରୋଲର ଫୁଡ ଖାଉଛନ୍ତି । କିନ୍ତୁ ବ୍ୟାୟାମ ବା ଫିଜିକାଲ ଆକ୍ଟିଭିଟି କରୁନାହାନ୍ତି । ଏଭଳି ପିଲାମାନେ ବହୁ ସମ୍ବେଦନଶୀଳ ହୋଇଥାନ୍ତି । କଥାରେ କଥାରେ ବିରକ୍ତି ହୋଇଯାନ୍ତି ।
ଘରେ ଆଉ କେହି ଛୁଆ ନଥିବାରୁ ସାମାଜିକ ହୋଇପାରନ୍ତି ନାହିଁ ଏଭଳି ଛୁଆମାନେ । ଏଭଳି ପିଲାମାନେ ନିଜର ଜିନିଷ କାହାକୁ ସେୟାର କରନ୍ତି ନାହିଁ । କୌଣସି କାମ ପାଇଁ ଧୈର୍ଯ୍ୟବି ନଥାଏ ଏମାନଙ୍କର । ନିଜର ଇମୋଶନକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଡିପ୍ରେସନର ବି ଶିକାର ହୁଅନ୍ତି । ପରିବାରର ବିଭିନ୍ନ ସମସ୍ୟା ତଥା ପାରିବାରିକ ଚାପରେ ପଡି ଏଭଳି ପିଲାମାନେ ହାଇପରଟେନସନର ଶୀକାର ହୋଇଯାନ୍ତି । ବଦଳୁଥିବା ଲାଇଫ ଷ୍ଟାଇଲ ହିଁ ଏହାର ଏକମାତ୍ର କାରଣ ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications