ଶୀତ ଦିନରେ ଭୁଲରେ କରନ୍ତୁ ନାହିଁ ଏପରି କାମ, ନଚେତ୍ ନଷ୍ଟ ହୋଇଯିବ କେଶ

Winter Hair Care: ଶୀତ ଦିନରେ ଗରମ ପାଣିରେ ଗାଧୋଇବା ଭଲ ହେଲେ ଗରମ ପାଣିରେ କେଶ ଧୋଇବା ଦ୍ୱାରା ଚୁଟି ନଷ୍ଟ ହୋଇଯାଇଥାଏ । ଏପରିକି କେଶର ରଙ୍ଗରେ ପରିବର୍ତ୍ତନ ହୋଇଥାଏ ଏବଂ ଅଧିକ ଡ୍ରାଏ ହୋଇଯାଇଥାଏ । ଅତ୍ୟଧିକ ଗରମ ପାଣି କେଶର ବୃଦ୍ଧି ଉପରେ ପ୍ରଭାବ ପକାଇପାରେ ।

ଗରମ ପାଣିରେ କେଶ ଧୋଇବା ଦ୍ୱାରା ଆପଣଙ୍କ ଚୁଟି ନଷ୍ଟ ହୋଇଯାଇଥାଏ । ଡ୍ରାଏ ହେବା ସହ ଚୁଟିର ରଙ୍ଗରେ ପରିବର୍ତ୍ତନ ହୋଇଥାଏ ।ତେବେ ଏପରି କରିବା ଦ୍ୱାରା ଆପଣଙ୍କ କେଶରୁ ଅନେକ ପ୍ରାକୃତିକ ତେଲ ଏବଂ ପୋଷକ ତତ୍ତ୍ୱ ଦୂର ହୋଇଥାଏ । ତେଣୁ ସବୁବେଳେ ଥଣ୍ଡା ପାଣିରେ କେଶ ଧୋଇବା ଉଚିତ୍ ।

Winter Hair Care

ଶୀତ ଦିନରେ ଅଧିକ କେଶ ଧୁଅନ୍ତୁ ନାହିଁ। କମ୍ ଦିନ ଅନ୍ତରରେ ଚୁଟି ଧୋଇବା ଦ୍ୱାରା କେଶର ପ୍ରାକୃତି ଅଏଲ କମି ଯାଇଥାଏ ଯାହା ଦ୍ୱାରା ଶୁଷ୍କ ହେବା ଆରମ୍ଭ ହୋଇଥାଏ । କେଶକୁ ହାଇଡ୍ରେଟ୍ କରିବା ପାଇଁ କଣ୍ଡିସନର ବ୍ୟବହାର କରନ୍ତୁ । ସେହିପରି ଚୁଟିରେ ବାରମ୍ବାର ହେୟାର ଡ୍ରାଏର ବ୍ୟବହାର କରନ୍ତୁ ନାହିଁ ।

ଶୀତ ଦିନ ହେବା ବା ଖରା ଦିନ ଚୁଟି ଧୋଇବା ପରେ ସେଥିରେ ହେୟାର ମାସ୍କ ଲଗାଇବା ପାଇଁ ଭୁଲନ୍ତୁ ନାହିଁ । ଏହା ଆପଣଙ୍କ କେଶରୁ ଡ୍ରାଏନେସ୍ ଦୂର କରିବ । ସହିପରି ସପ୍ତାହରେ ଥରେ କେଶରେ ନଡ଼ି଼ଆ ତେଲକୁ ହାଲୁକା ଗରମ କରି ମାଲିସ୍ କରନ୍ତୁ ଏପରି କରିବା ଦ୍ୱାରା ବ୍ଲଡ୍ ସର୍କୁଲେସନ ଠିକ୍ ଭାବେ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+