ଆପଣ Late Nightରେ ଶୋଉଛନ୍ତି କି? ହୋଇପାରେ......
Late Night Sleep ଯଦି ଆପଣ ପ୍ରତିଦିନ ରାତି ୧୧ଟା ପରେ ଶୁଅନ୍ତି ତେବେ ଏହି ଅଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇପାରେ। ନିଦ ସିଧାସଳଖ ଶରୀରର ଆରୋଗ୍ୟ, ମାନସିକ ସୱାସ୍ଥ୍ୟ ସହିତ ଜଡିତ, ତେଣୁ ବିଳମ୍ବିତ ଶୋଇବାର ଅଭ୍ୟାସ ଧୀରେ ଧୀରେ ଶରୀରର କାର୍ଯ୍ୟଶୈଳୀକୁ ପ୍ରଭାବିତ କରିପାରେ। ଯଦି ଆପଣ ବେଳେବେଳେ ରାତି ୧୧ଟା ପରେ ଶୋଇଯାଆନ୍ତି, ତେବେ ଏହା ଏକ ବଡ଼ ସମସ୍ୟା ନୁହେଁ, କିନ୍ତୁ ଯଦି ଏହା ଏକ ଦୈନନ୍ଦିନ ଅଭ୍ୟାସ ହୋଇଯାଏ, ତେବେ ଏହା ଧୀରେ ଧୀରେ ଆପଣଙ୍କ ସୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।
Late Night Sleep ଏପରି ପରିସ୍ଥିତିରେ, ଭଲ ସୱାସ୍ଥ୍ୟ ପାଇଁ ୭-୮ ଘଣ୍ଟା ନିଦ ପୂରା ହେବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ରାତିରେ ଶୀଘ୍ର ଶୋଇ ନ ପାରନ୍ତି, ତେବେ ଆପଣ ସାରା ଦିନ ଆଳସ୍ୟ ଅନୁଭବ କରିବେ। ଏହା ବ୍ୟତୀତ, ଏହା ସୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ପ୍ରତିଦିନ ରାତି ୧୧ଟା ପରେ ଶୋଇବା ଆମ ଶରୀର ପାଇଁ କେତେ କ୍ଷତିକାରକ...

Late Night Sleep ବିଷଜ୍ଞନୁସାରେ, ଯଦି ଆପଣ ରାତି ୧୧ଟା ପରେ ଶୋଉଛନ୍ତିି, ତେବେ ଆପଣଙ୍କ ଶରୀରର ଟାଇମ୍ ଟେବୁଲ ବିଗିଡି ପାରେ। ଯାହା ଯୋଗୁଁ ଆପଣ ଗଭୀର ଏବଂ ଆରାମଦାୟକ ନିଦ ପାଇପାରିବେ ନାହିଁ। ଏହି କାରଣରୁ, ସକାଳେ ଉଠିବା ସମୟରେ ଜଣେ କ୍ଳାନ୍ତ ଏବଂ ଆଳସ୍ୟ ଅନୁଭବ କରେ। ଏହା ବ୍ୟତୀତ ବିଳମ୍ବରେ ଶୋଇବା ମାନସିକ ସୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଚାପ ଏବଂ ଚିନ୍ତାକୁ ବୃଦ୍ଧି କରିପାରେ, କାରଣ ମସ୍ତିଷ୍କକୁ ସଠିକ ସମୟରେ ବିଶ୍ରାମ ମିଳେ ନାହିଁ। ଏହା ଦ୍ୱାରା ମନୋଭାବ ପରିବର୍ତ୍ତନ, ଚିଡ଼ିଚିଡ଼ା ଳାଗିପାରେ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications