ବ୍ୟାୟାମ ଓ ଖାଦ୍ୟ ନିୟନ୍ତ୍ରଣ ପରେ ବି କାହିଁକି ବଢ଼େ ଶରୀରର ଓଜନ?
ଭୁବନେଶ୍ୱର: ପ୍ରତିଦିନ ସେହି ସମାନ ବ୍ୟାୟାମ ଏବଂ ଡାଏଟିଂ ସତ୍ତ୍ୱେ ଶରୀର ଓଜନ ବଢ଼ିବା ପରି ଅନୁଭବ କରୁଛନ୍ତି କି? ଏପରି ଓଜନ ବଢ଼ିବା ପଛରେ କାରଣ କ'ଣ ହୋଇପାରେ? ଆସନ୍ତୁ ଜାଣିବା କିଛି ଆଶ୍ଚର୍ଯ୍ୟ କଲା ଭଳି ସତ୍ୟ ଯାହା ଶରୀରର ଓଜନ ବଢ଼ାଇବା ପଛର କାରଣ ଅଟେ।
ଗର୍ଭନିରୋଧକ ବଟିକା: ଗର୍ଭନିରୋଧକ ବଟିକା ଖାଇବାଦ୍ୱାରା ଅଧିକାଂଶ ମହିଳାଙ୍କ ଶରୀର ଓଜନ ବଢ଼େ। ଗବେଷଣା ଅନୁଯାୟୀ ୧୦ରୁ ୯ଜଣ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ। ଏହାବ୍ୟତୀତ ଉଚ୍ଚରକ୍ତଚାପ, ମଧୁମେହ ଏବଂ ଷ୍ଟେରଏଡ୍ ଯୁକ୍ତ ଔଷଧ ମଧ୍ୟ ଶରୀର ଓଜନ ବଢ଼ାଏ।

ନିଦ୍ରା ଅଭାବ : କିଛିଦିନ ଧରି ଯଦି ଆପଣ ସୁନିଦ୍ରାରେ ନ ଯାଆନ୍ତି ତେବେ ଶରୀର ଓଜନ ବଢ଼ିବାରେ ଏହା ମଧ୍ୟ ହୋଇପାରେ ଆଉ ଏକ କାରଣ। ତେଣୁ ଆପଣଙ୍କ ଶୋଇବା ସମୟ ନିର୍ଭର କରେ ଶରୀର ଓଜନ ଉପରେ।
ଧୂମପାନ: ନିୟମିତ ଧୂମପାନ କଲେ ଏହା ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରେ। କିନ୍ତୁ ଧୂମପାନ ବନ୍ଦ କରିବାର କିଛି ମାସ ପରେ ହାଠତ୍ ଶରୀରର ଓଜନ ବଢ଼ାଏ।
ହାଇପୋଥାଇରଏଡ୍: ଶରୀରର ଓଜନ ବଢ଼ାଇବା ପଛରେ ହାଇପୋଥାଇରଏଡ୍ ହେଉଛି ଆଉ ଏକ କାରଣ। ଏହି ସମୟରେ ଶରୀରର ମେଟାବୋଲିକ୍ ପ୍ରକ୍ରିୟାରେ ସ୍ଥିରତା ଆସେ। ଫଳରେ ପୂର୍ବପରି ଚର୍ବି ତରଳି ଶକ୍ତିରେ ପରିଣତ ହେବାରେ ବାଧା ଉତ୍ପନ୍ନ ହୁଏ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications