କାହିଁକି ପୁଅମାନେ ନିଜ ବୟସ ଠାରୁ ସାନ ଝିଅ ମାନଙ୍କୁ ବିବାହ କରିଥାନ୍ତି ?
ପୂର୍ବକାଳର ଲୋକ ମାନେ ସବୁବେଳେ ଘରେ କୌଣସିବି ପିଲାଙ୍କର ବାହଘର ସମୟରେ ଏହି କଥା ଉପରେ ଖାସ୍ କରି ଧ୍ୟନ ଦେଇଥାନ୍ତି କି' ବର ଏବଂ ବଧୂଙ୍କ ଭିତର ବୟସ ସୀମା ଭଲଭାବେ ଫରକ୍ ହେବା ଉଚିତ୍ । ଯେଉଁଥି ପାଇଁ ସେମାନେ ସର୍ବଦା ପୁଅ ଠାରୁ ୫ରୁ ୬ବର୍ଷ ସାନ ଝିଅ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ କ'ଣ ଜାଣିଛନ୍ତି ଏମିତି କରିବାର ପଛରେ କି ଖାସ୍ ରହିଛି ଯଦି ଜାଣି ନାହାନ୍ତି ତ, ଜାଣି ନିଅନ୍ତୁ ଏହା ପଛରେ ଥିବା ଖାସ କାରଣ ବିଷୟରେ ...
• ପରିପକ୍ବ ଥାଆନ୍ତି ଝିଅ ମାନେ : ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ମାଚୋୟର୍ ବା ପରିପକ୍ବ ହୋଇଥାନ୍ତି । ତେଣୁ ଯଦି ଦୁହିଁଙ୍କର ବୟସ ସମାନ୍ ହେବ ତେବେ କେବେ ହେଲେ ବି, ଦୁଇ ଜଣଙ୍କର ଭାବନା ପରସ୍ପରକୁ ଖାପ ଖାଇନଥାଏ । ଏହି କାରଣ ପାଇଁ ପରସ୍ପର ଭିତରେ ଦୂରତା ମଧ୍ୟ ଆସିଥାଏ ।

• ପୁରୁଷଙ୍କ ଅପେକ୍ଷା ମହିଳା ମାନେ ଅଧିକ ବୟସ୍କ ଦେଖାଯାଇଥାନ୍ତି : ସମୟ ସହ ମହିଳାଙ୍କ ଭିତରେ ହେଉଥିବା ହରମୋନ୍ ପରିବର୍ତ୍ତନ କାରଣରୁ ପୁରୁଷ ମାନଙ୍କ ଠାରୁ ମହିଳା ମାନେ ଅଧିକ ବୟସ୍କ ଦେଖାଯାଇଥାନ୍ତି । ନିଜ ସ୍ବାମୀଙ୍କ ଠାରୁ ବୟସରେ ଅଧିକ ନଦେଖା ଯିବା କରାଣ ପାଇଁ ମଧ୍ୟ ଏମିତି ଝିଅ ମାନଙ୍କୁ ଘରେ ବାଛିଥାନ୍ତି ଯେଉଁ ମାନେ ପୁଅ ଠାରୁ ବୟସରେ ୫ ରୁ ୬ ବର୍ଷ ସାନ ହୋଇଥାନ୍ତି ।
• ଭାବୁକ ହୋଇଥାନ୍ତି ଝିଅ ମାନେ : ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ଭାବୁକ ହୋଇଥାନ୍ତି । ତେଣୁ ଝିଅଟିର ବାପା ମା ଚାହିଁ ଥାନ୍ତି ତାଙ୍କ ଝିଅର ଭାବନାକୁ ସମ୍ମାନ ଦେଇପାରୁଥିବା ଜୀବନ ସାଥୀଟିଏ ମିଳୁ ।
• ଘରର ଦାୟିତ୍ବ : ଯଦି ପୁଅଟି ଝିଅ ଠାରୁ ବୟସରେ ବଡ ହୋଇଥାଏ ତେବେ ଘରର ସମସ୍ତ ଦାୟୀତ୍ବ ବିଷୟରେ ଝିଅକୁ ବୁଝାଇ ପାରିଥାଏ ଏବଂ ସାହାଯ୍ୟ ମଧ୍ୟ କରିପାରିଥାନ୍ତି।












Click it and Unblock the Notifications