ବିୟରରୁ କାହିଁକି ବାହାରେ ଫେଣ, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଗରମ ଦିନେ ଥଣ୍ଡା ଥଣ୍ଡା ବିୟର ପିଇବା ଅନେକଙ୍କ ପସନ୍ଦ । କିନ୍ତୁ ଅନେକ ସମୟରେ ବିୟର ପିଇଲାବେଳେ ଫେଣ ହେଉ ନ ଥିବା ଦେଖାଯାଏ । ପୁଣି ଆଉ କେତେବେଳେ ପ୍ରବଳ ଫେଣ ବିୟରରୁ ବାହାରେ । ଚାଲନ୍ତୁ ଜାଣିବା ବିୟରରେ ହେଉଥିବା ଫେଣର କାରଣ
କ'ଣ ପାଇଁ ହୁଏ ଫେଣ:

beer
କାର୍ବନ ଡାଇଅକ୍ସାଇଡ୍ ଯୋଗୁ ବିୟରରେ ଫେଣ ହୋଇଥାଏ । ଯେତେବେ ବିୟରକୁ ବୋତଲ କିମ୍ବା କେନରେ ଭର୍ତ୍ତି କରାଯାଏ, ସେତେବେଳେ ସେଥିରେ କାର୍ବନଡାଇଅକ୍ସାଇଡ୍ ମିଶି ରହିଥାଏ । ଯାହାଫଳରେ ବାହାରକୁ ବାହାର କରିବା ମାତ୍ରେ ବିୟରରୁ ଫେଣ ବାହାରେ ।
ଫେଣ ନ ହେବାର କାରଣ
-ବିୟର ଟେମ୍ପରେଚର ଅଧିକ ହେଲେ ସେଥିରୁ ଫେଣ ବାହାରେ ନାହିଁ ।
-ଗିଲାସ ଅସନା ହୋଇଥିଲେ ।
-ବିୟରରେ ଗ୍ୟାସ କମ୍ ପରିମାଣର ଥିଲେ ।
-ବିୟର ପୁରୁଣା କିମ୍ବା ପୂର୍ବରୁ ଖୋଲା ହୋଇଥିଲେ ।
ପେଟ ଖରାପ କରେ
ପେଟରେ ଗ୍ୟାସ ହେବା ନେଇ ବିୟର ଫେଣରୁ କୌଣସି ସିଧାସଳଖ ସଂଯୋଗ ନାହିଁ । ଯଦି ବିୟର ପିଇବା ଦ୍ୱାରା ଆପଣଙ୍କ ପେଟରେ ଗ୍ୟାସ୍ ହେୁଛି କିମ୍ବା ଅଜ୍ଜିନ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଲୋଡ଼ନ୍ତୁ ।
ବିୟର ଫେଣ ପେଟକୁ ଯିବା ଏବଂ ଗ୍ୟାଷ୍ଟ୍ରିକ୍ ଭଳି ଅସୁବିଧା ବାହାରିବା କିମ୍ବା ପାଚନ କ୍ରିୟାରେ ବ୍ୟତିକ୍ରମ ଦେଖାଯିବା ଆଦି ଅସୁବିଧା ସହ କୌଣସି ସମ୍ପର୍କ ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+