କାହିଁକି ହୋଇଥାଏ ନଖରେ ଧଳା ଚିହ୍ନ ?

ଅନେକ ଲୋକଙ୍କର ନଖରେ ଧଳା ଚିହ୍ନ ହୋଇଯାଇଥାଏ । ଏହା ଅନେକ କାରଣରୁ ହୋଇଥାଏ । କିନ୍ତୁ ପ୍ରାୟତଃ ଆମେ ଜାଣିଥାଉ ଯେ ଏହି ଚିହ୍ନଗୁଡିକ କ୍ୟାଲସିୟମ୍ ଅଭାବ ହେତୁ ହୋଇଥାଏ କିନ୍ତୁ ଏହା ଅନ୍ୟ କାରଣରୁ ମଧ୍ୟ ହୋଇପାରେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ନଖରେ କୌଣସି ପ୍ରକାରର ଆଘାତ ହେତୁ ଏହି ଚିହ୍ନ ମଧ୍ୟ ହୋଇଥାଏ ।

nails

ଆଘାତରେ, ନଖର କିଛି ଅଂଶ ଧଳା ହୋଇଯାଏ । ସମୟ ସହିତ, ନଖ ବଢିବା ହେତୁଧଳ ଧୂଳା ଚିହ୍ନ ମଧ୍ୟ କମି ଯାଇଥାଏ । ଏହା ବ୍ୟତୀତ ନଖ ସଂକ୍ରମଣ ମଧ୍ୟ ହୋଇପାରେ । ନଖ ମଧ୍ୟ ଅନେକ ରୋଗ ବିଷୟରେ କହିଥାଏ । ନଖରେ ଥିବା ଧଳା ଚିହ୍ନକୁ ପୁଙ୍କଟେଟ୍ ଲୁକୋନେକିଆ ବା ମିଲ୍କ ସ୍ପଟ୍ ମଧ୍ୟ କୁହାଯାଏ । ଏହା ଏକ ପ୍ରକାର ଆଘାତରୁ ହୋଇଥାଏ ଯାହା ଅଜାଣତରେ ନଖରେ ଘଟେ । ଏହା ଆମ ନଖର ଉପର ପୃଷ୍ଠକୁ କ୍ଷତି ପହଞ୍ଚାଏ ଏବଂ ଦାଗ ସୃଷ୍ଟି କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+