କେଉଁ ଫଳ କେଉଁ ସମୟରେ ଖାଇବା ଉଚିତ?

ଫଳ ସ୍ବାସ୍ଥ୍ୟ ପାଇଁ ଉପକାରୀ। ସେଥିପାଇଁ ଯଦି କାହାର ଦେହ ଖରାପ ହୋଇଯାଏ, ଡାକ୍ତର ତାଙ୍କୁ ଫଳ ଖାଇବାକୁ ପରାମର୍ଶ ଦେଇଥା'ନ୍ତି। କାରଣ ଫଳରେ ଅନେକ ପ୍ରକାର ଭିଟାମିନ୍‌ ଭରି ରହିଥାଏ। ତେବେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଯକୌଣସି ସମୟରେ ଫଳ ଖାଇଥା'ନ୍ତି। ଏହା କରିବା ଫଳରେ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ। ତେବେ ଜାଣନ୍ତୁ କେଉଁ ଫଳକୁ କେଉଁ ସମୟରେ ଖାଇବା ଉଚିତ।

ପ୍ରତିଦିନ ସକାଳେ ସେଓ ଖାଇବା ସ୍ବାସ୍ଥ୍ୟୋପଯୋଗୀ ହୋଇଥାଏ। ଏଥିରେ ଥିବା ପେକ୍ଟିନ୍‌ ତତ୍ତ୍ୱ ରକ୍ତଚାପ କମ୍‌ କରିବା ସହିତ ଶରୀରରୁ କୋଲେଷ୍ଟରଲ ପରିମାଣ କମ୍‌ କରିଥାଏ। ଏହାକୁ ରାତିରେ ଖାଇବା ତ୍ୱଚା ପାଇଁ ହାନିକାରକ ହୋଇଥାଏ। କାରଣ ରାତିରେ ଖାଇବା ଫଳରେ ଏସିଡିଟି ହୋଇଥାଏ।

fruits

କଦଳୀ: ଖରାବେଳେ ଖାଇ ସାରିବା ପରେ କଦଳୀ ଖାଇବା ଉଚିତ। କାରଣ ଲଞ୍ଚ୍‌ ପରେ ଖାଇବା ଫଳରେ ଶରୀରରେ ଉମ୍ୟୁନିଟ ପାଓ୍ବାର ବଢ଼ିଥାଏ। ଏହାକୁ ରାତିରେ ଖାଇବା କ୍ଷତିକାରକ ହୋଇଥାଏ।

ଆଳୁ: ଆଳୁ ବା ଏଥିରେ ପ୍ରସ୍ତୁତ କୌଣସି ଖାଦ୍ୟକୁ ସକାଳୁ ଖାଇବା ଉଚିତ। କାରଣ ଏପରି କରିବା ଫଳରେ କ୍ୟାଲୋରିର ପରିମାଣ ବଢ଼ିଥାଏ। ଏହାକୁ ରାତିରେ ଖାଇଲେ ଓଜନ ବୃଦ୍ଧି ପାଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+