ଘରେ କେଉଁଠି ରଖିବେ ଜୋତା ଷ୍ଟାଣ୍ଡ, ସାବଧାନ ଭୁଲ ଜାଗାରେ ରଖିଥିଲେ ହୋଇଯିବେ ବର୍ବାଦ

ସର୍ବଦା ଲୋକମାନେ ବାହାରୁ ଆସିବା ପରେ ଘର ଭିତରେ ହେଉ ଅବା ଘରର ମୁଖ୍ୟ ଦ୍ୱାରରେ ଜୋତା ରଖୁଥିବା ଦେଖିବାକୁ ମିଳେ । ଏଭଳି କରିବା ଦ୍ୱାରା ଘର ପାଇଁ ଅଶୁଭ ହୋଇଥାଏ । ବାସ୍ତୁ ଅନୁସାରେ ଘରେ ଜୋତା ଚପଲ ରଖିବା ପାଇଁ ଏକ ସ୍ଥାନ ନିରୂପଣ ହୋଇଥାଏ । ସେହିଁଠାରେ ହିଁ ଜୋତା ରଖିବା ଉଚିତ ।

shoe stand

ଏଭଳି ନକରିଲେ ଘରେ କଳହ ଲାଗି ରହିବା ସହ ଅଭାବ ଅନଟନ ଲାଗି ରହିଥାଏ । ଜ୍ୟୋତିଷଙ୍କ ମତରେ ଘରର ଉତ୍ତର-ପଶ୍ଚିମ ଦିଗରେ ଜୋତା ଚପଲ ରଖିବା ଉଚିତ । ନହେଲେ ଆପଣ ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ ।

ମୁଖ୍ୟ ଦ୍ୱାର ପାଖରେ କେବେ ବି ଜୋତା ଚପଲ ରଖନ୍ତୁ ନାହିଁ । କାରଣ ମୁଖ୍ୟ ପ୍ରବେଶ ଦ୍ୱାରରେ ଦେବୀ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏଭଳି କ୍ଷେତ୍ରରେ ଜୋତା ଚପଲ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ଆଗମନରେ ବାଧା ସୃଷ୍ଟି ହୋଇଥାଏ । ମା ଲକ୍ଷ୍ମୀ କ୍ରୋଧିତ ହେବା ସହ ଘରେ ଦାରିଦ୍ର ଲାଗି ରହିଥାଏ । ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିପାରେ ନାହିଁ । ଜୋତା ଚପଲ ରଖିବା ପାଇଁ ଉତ୍ତର ପଶ୍ଚିମ ଦିଗ ହେଉଛି ସବୁଠାରୁ ଉତ୍ତମ ସ୍ଥାନ । ସର୍ବଦା ଜୋତା ଚପଲକୁ ସଫା କରି ରଖନ୍ତୁ । ଯଦି ଅପରିଷ୍କାର ଭାବେ ରଖୁଛନ୍ତି ତେବେ ସେଗୁଡିକ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଦେବୀ ଦେବତା ମାନେ କ୍ରୋଧିତ ହୋଇଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+