Get Updates
Get notified of breaking news, exclusive insights, and must-see stories!

WhatsApp: ହ୍ୱାଟ୍ସଆପରେ ଅନ୍ୟକୁ ଦୁର୍ବ୍ୟବହାର କରିବା ପଡିବ ମହଙ୍ଗା, ବ୍ୟାନ ହେବ ଆକାଉଣ୍ଟ !

ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପର ଭାରତରେ ରହିଛି ବଡ କ୍ରେଜ । କୋଟି କୋଟି ଲୋକ ସାଙ୍ଗ ସାଥୀ, ପରିଜନଙ୍କ ସହ ଏହି ଆପ ଜରିଆରେ ଯୋଗସୂତ୍ର ସ୍ଥାପନ କରିଛନ୍ତି । କିନ୍ତୁ ହ୍ୱାଟ୍ସଆପ ୮୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟକୁ ବ୍ୟାନ କରି ଦେଇଛି । ହ୍ୱାଟ୍ସଆପ ତରଫରୁ କୁହାଯାଇଛି କି, କମ୍ପାନୀର ଗୋପନିୟତା ନୀତି ଉଲ୍ଳଙ୍ଘନ ପାଇଁ ଏମିତି ପଦକ୍ଷେପ ନିଆଯାଇଛି ।

କମ୍ପାନୀର ସଦ୍ୟତମ ଟ୍ରାନ୍ସପେରେନ୍ସି ରିପୋର୍ଟ ମୁତାବକ, ଏହି ମେଟା ଆପ ୧ ଅଗଷ୍ଟରୁ ୩୧ ଅଗଷ୍ଟ ମଧ୍ୟରେ ଭାରତର ୮,୪୫୮,୦୦୦ ହ୍ୱାଟ୍ସଆପ ୟୁଜର୍ସଙ୍କୁ ବ୍ୟାନ କରିଦେଇଛି । ସେମାନଙ୍କ ମଧ୍ୟରୁ ୧,୬୬୧,୦୦୦ ଖାତାକୁ ସ୍ଥାୟୀଭାବେ ବ୍ୟାନ କରାଯାଇଛି । କୌଣସି ଅଭିଯୋଗ ମିଳିବା ପୂର୍ବରୁ ହ୍ୱାଟ୍ସଆପ ନିଜ ତରଫରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

WhatsApp Abusing someone else on WhatsApp is expensive the account will be banned
ସେବା ସର୍ତ୍ତର ଉଲ୍ଲଙ୍ଘନ: ବଲ୍କ ମେସେଜ ପଠାଇବା, ସ୍ପେମିଂ, ଠକେଇ କାମରେ ସଂଶ୍ଳିଷ୍ଟ, ଭ୍ରମ ସୃଷ୍ଟିକାରୀ ତଥ୍ୟ ପ୍ରଦାନ କରିବା

ବେଆଇନ ଗତିବିଧି: ସ୍ଥାନୀୟ ନିୟମ ମୁତାବକ, ବେଆଇନ ଗତିବିଧିରେ ସାମିଲ ଖାତାକୁ ଚିହ୍ନଟ କରାଯାଇଥାଏ ।

ୟୁଜର୍ସଙ୍କ ଅଭିଯୋଗ: ହ୍ୱାଟ୍ସଆପ ସେହି ୟୁଜର୍ସଙ୍କ ଅଭିଯୋଗ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ଯେଉଁମାନେ ଅନ୍ୟ ୟୁଜର୍ସ ଦ୍ୱାରା ଦୁବ୍ୟବହାର, ଉତ୍ପୀôଡନ ବା ସମ୍ମାନହାନୀ କାରକ ବ୍ୟବହାରର ସାମ୍ନା କରିଥାନ୍ତି । ସେସବୁ ଉତ୍ପିଡକ ଆକାଉଣ୍ଟ ଉପରେ ପଦକ୍ଷେପ ନିଆଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+