ବର୍ଷାଋତୁରେ ଖାଆନ୍ତୁ ଏହି ଜିନିଷ, ଦୂରେଇ ରହିବ ସବୁ ରୋଗ!

ଏବେ ବର୍ଷା ଋତୁ ଚାଲିଛି। ଏହି ସମୟରେ ଖାଦ୍ୟପେୟରେ ଅସୁବିଧା ହେଲେ ପେଟ ଖରାପ ହୋଇଥାଏ। ତେଣୁ ବର୍ଷାଦିନେ ଖାଦ୍ୟ ନେଇ ସତର୍କ ରହିବାକୁ ପଡ଼ିଥାଏ । କାରଣ ତାହା ନ ହେଲେ ଆପଣ ଅସୁସ୍ଥ ହୋଇପାରନ୍ତି। ବିଶେଷ କରି ଏହି ଋତୁରେ ଖାଦ୍ୟପାନୀୟ ପ୍ରତି ଅଧିକ ଯତ୍ନବାନ୍‌ ରହିବାକୁ ପଡ଼ିବ। ଏଣୁ ଆସନ୍ତୁ ଜାଣିବା ବର୍ଷାଋତୁରେ କ'ଣ ସବୁ ଖାଇବା ଉଚିତ ଓ କାହିଁକି?

ପ୍ରଥମ କଥା ହେଲା ଯେ, ବର୍ଷା ଋତୁରେ ଲୁଣିଆ ଜିନିଷ ଅଧିକ ମାତ୍ରାରେ ଖାଇବା ଉଚିତ। ଯେମିତିକି ଲୁଣି ବିସ୍କୁଟ୍‌, ଲୁଣିଆ ତରକାରି ଇତ୍ୟାଦି।
ଠିକ୍‌ ସେହିପରି ପତଳା ଦହି, ଦୁଧ, କଲରା, ଅଦା, କଞ୍ଚା ପିଆଜ,ଜୀରା ଓ କଖାରୁ ଆଦି ମଧ୍ୟ ଖାଇପାରନ୍ତି।

What to Eat and Avoid During the Rainy Season

ବର୍ଷା ଋତୁରେ ଗ୍ୟାସ୍‌ଟ୍ରିକ୍‌ ,ବଦହଜମି ଭଳି ପେଟ ସମସ୍ୟା ଦେଖା ଦେଇଥାଏ। ଏଣୁ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଯଥା ସମ୍ଭବ ବାହାରର ଖାଦ୍ୟଠାରୁ ଦୂୂରେଇ ରହିବାକୁ ଚେଷ୍ଟା କରନ୍ତୁ।

ନିଜର ଖାଦ୍ୟରେ ଭିଟାମିନ୍‌ ଇ ଓ ଓମେଗା-୩ କୁ ସାମିଲ୍‌ କରନ୍ତୁ। ଲେମ୍ବୁ,କମଳା,ଅଁଳା ଓ ପିଜୁଳି ଆଦି ଭିଟାମିନ୍‌ରେ ଭରପୂର। ଏସବୁ ଫଳ ସେବନ କରିଲେ,ଅସୁସ୍ଥତାର ଆଶଙ୍କା କମିଯିବ। ଖାଲିସେତିକି ନୁହେଁ,ଏସବୁ ଖାଇଲେ ତ୍ୱଚାରେ ଚମକ ଆସିଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+