ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ କ’ଣ ରହିଛି ଦଣ୍ଡ ?

ଦୂର ବାଟକୁ ଗଲେ ଟ୍ରେନରେ ଆମେ ସାଧାରଣ ଟ୍ରେନରେ ଯାଇଥାଉ । ଏହା ସହ ବେଳେ ବେଳେ ଘର ଲୋକ ଓ ସାଙ୍ଗସାଥିଙ୍କ ସହ ବି ଟ୍ରେନରେ ଯାଇଥାଉ । ବର୍ତ୍ତମାନ ସମୟରେ ଟ୍ରେନ ଏକ ବଡ ମାଧ୍ୟମ ପାଲଟିଛି ।

କାରଣ ଟ୍ରେନ ଦ୍ଵାରା ଆମେ ସୁରୁଖୁରରେ ଯାତ୍ରା କରିଥାଉ । ତାହା ସହ ଆମେ ବାଟରେ ଗଲାବେଳେ ପ୍ରାକୃତିକ ସୁନ୍ଦରତାକୁ ଉପଭୋଗ କରିଥାଉ । ଟ୍ରେନ୍ ଯାତ୍ରା ସମସ୍ତଙ୍କ ଭାରି ପ୍ରିୟ ।

ମୁଖ୍ୟତଃ ଟ୍ରେନ ଟିକେଟ୍ କନଫର୍ମ ହେଲା କି ନାହିଁ, ଯାତ୍ରା କରିପାରିବେ କି ନାହିଁ ଏଭଳି ଅନେକ ଗୁଡିଏ ପ୍ରୋସେସ୍ ଟ୍ରେନରେ ରହିଛି । ୱେଟିଙ୍ଗ ଲିଷ୍ଟରେ ଥିବା ଟିକେଟ କନଫ୍ରମ ହେଲା କି ନାହିଁ, ଏହିଭଳି ଅନେକ ବିଷୟର ଆମେ ଜାଣୁ । ତାହା ସହ ଆଉ କିଛି ନିୟମ ବି ଆମେ ଜାଣିବା ଦରକାର । ହେଲେ ଆପଣ ବେଳେ ବେଳେ ବିନା ଟିକେଟରେ ଟ୍ରେନରେ ପଳାନ୍ତି। ତେବେ ଚାଲନ୍ତୁ ଜାଣିବା ଏଥିପାଇଁ। କଣ ଦଣ୍ଡ ରହିଛି ।

TRAIN

ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ କ'ଣ ରହିଛି ଦଣ୍ଡ ?

ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଦଣ୍ଡ ବିଧାନ ରହିଛି । ତେବେ ଚାଲନ୍ତୁ ଜାଣିବା ଏଥିପାଇଁ ନିୟମ କ'ଣ ରହିଛି । ରେଲୱେ ଆକ୍ଟର ଧାରା ୧୩୮ ଅନୁଯାୟୀ, ଟିକେଟ୍ କିମ୍ବା ବୌଧ ପାସ୍ ବିନା ଯାତ୍ରା କରୁଥିବା ଲୋକଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।

ଯଦି କୌଣସି ବ୍ୟକ୍ତି ଏପରି କରୁଥିବା ଦେଖିବାକୁ ମିଳେ, ତେବେ ସେ ଯାତ୍ରା କରିଥିବା ଦୂରତା ପାଇଁ, କିମ୍ବା ଟ୍ରେନ୍ କେଉଁଠାରୁ ଆରମ୍ଭ ହୋଇଥିଲା ଓ କେଉଁଠୁ ଧରାଯାଇଥିଲା, ଭଡା ଆଦାୟ କରାଯିବ । ଏହା ସମେତ ଟିକେଟ୍ ଭଡା ପରିମାଣ ସହ ୨୫୦ ଟଙ୍କା ଫାଇନ୍ ନେଇ ପାରିବ ରେଳବାଇ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+