ଖାଦ୍ୟରୁ କେଶ ବାହାରିଲେ ମିଳେ ଏହି ସବୁ ସଂକେତ, ଜାଣନ୍ତୁ କଣ

ଭୋଜନକୁ ନେଇ ସର୍ବଦା କୁହାଯାଏ ଯେପରି ଭୋଜନ କରିବ ମନ ମଧ୍ୟ ସେଭଳି ଅନୁଭବ ହେବ । କାରଣ ଭୋଜନ ହିଁ ଜୀବନର ଆଧାର । ତେଣୁ ଶାସ୍ତ୍ରରେ ମଧ୍ୟ ଭୋଜନର ମହତ୍ତ୍ୱ ବର୍ଣ୍ଣନା କରାଯାଇଛି । ଏହାସହ ଭୋଜନ ସହ ଜଡିତ ଅନେକ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଛି ।

health tips

ମାତ୍ର ଆପଣ ଜାଣନ୍ତି କି ଭୋଜନକୁ ନେଇ ଅନେକ ଶୁଭ ଓ ଅଶୁଭ ଘଟଣାର ସଙ୍କେତ ମଧ୍ୟ ମିଳିଥାଏ । ଅନେକ ସମୟରେ ଦେଖିଥିବେ ଖାଦ୍ୟରୁ ବାରମ୍ବାର କେଶ ବାହାରିଥାଏ ।

ଭୋଜନ ଗ୍ରହଣ ସମୟରେ ବାରମ୍ବାର କେଶ ବାହାରିବା ଶୁଭଙ୍କର ନୁହେଁ । ମାନ୍ୟତା ଅନୁଯାୟୀ ଗ୍ରହଙ୍କ ଅଶୁଭ ପ୍ରଭାବ ଥିଲେ ଏପରି ହୋଇଥାଏ ।

ଭୋଜନ ଗ୍ରହଣ ସମୟରେ ବାରମ୍ବାର କେଶ ବାହାରିବା ଶୁଭଙ୍କର ନୁହେଁ । ମାନ୍ୟତା ଅନୁଯାୟୀ ଗ୍ରହଙ୍କ ଅଶୁଭ ପ୍ରଭାବ ଥିଲେ ଏପରି ହୋଇଥାଏ ।

ରାହୁଙ୍କ ସ୍ଥିତି ଖରାପ ଥିଲେ କେବଳ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରୁହେ ନାହିଁ ବରଂ ଧନହାନୀ, ଆର୍ଥିକ କ୍ଷେତ୍ରରେ ସମସ୍ୟା, ଅକାରଣେ କ୍ଷତିର କାରଣ ପାଲଟିଥାଏ । ରୋଗ ଲାଗି ରହି ଅଯଥାରେ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ ।

ଭୋଜନରେ ସର୍ବଦା କେଶ ବାହାରିବା ପିତୃଦୋଷ ରହିଥିବାର ସଙ୍କେତ ଦେଇଥାଏ । ଖାଦ୍ୟ ଖାଇବାକୁ ବସିବା ମାତ୍ରେ ସେଥିରୁ କେଶ ବାହାରିବା ପିତୃ ଦୋଷର ସଙ୍କେତ ଦେଇଥାଏ ।

ଆପଣଙ୍କ ସହ ଏଭଳି ହେଉଥିଲେ, ରାହୁ ଓ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ଉପାୟ ଆପଣାନ୍ତୁ । ଭୋଜନ କରିବା ପୂର୍ବରୁ କେଶକୁ ଭଲ ଭାବେ ବାନ୍ଧି ଭୋଜନ କରନ୍ତୁ ।

ମାନ୍ୟତା ଅନୁଯାୟୀ, ଭୋଜନ ପରଷିବା ସମୟରେ ଖାଦ୍ୟ ବାରମ୍ବାର ହାତରୁ ଖସିବା, ଭୋଜନ କରିବା ସମୟରେ ଅଶୁଭ ଖବର ଶୁଣିବା ମଧ୍ୟ ଶୁଭ ନୁହେଁ । ଭୋଜନ ପୂର୍ବରୁ ଭଗବାନଙ୍କୁ ସ୍ମରଣ କରି ହାତଗୋଡ ପରିଷ୍କାର ଭାବେ ଧୋଇ ଆସନରେ ବସି ଭୋଜନ ଗ୍ରହଣ କରନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+