Get Updates
Get notified of breaking news, exclusive insights, and must-see stories!

ଆପଣ ଖାଉଛନ୍ତି କି ବାସି ରୁଟି?

ବାସି ଖାଦ୍ୟ ଶରୀର ପାଇଁ ହାନୀକାରକ ଜାଣି ମଧ୍ୟ ବାସି ରୁଟି ଖାଇବା ଅନେକଙ୍କ ଏକ ଅଭ୍ୟାସ ଭଳି ଦେଖାଯାଏ । କେହି କେହି ଚା' ରେ ବାସିରୁଟି ଖାଇବାକୁ ପସନ୍ଦ କରନ୍ତି ତ କେହିକେହି ଏହାକୁ ଅନ୍ୟ କୌଣସି ତରକାରୀ ସହ ଖାଇଥାନ୍ତି ।

ହେଲେ ବିଶେଷଜ୍ଞଙ୍କ ମତରେ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ୧୨ ଘଣ୍ଟାରୁ ଅଧିକ ସମୟ ରହିଥିବା କୌଣସି ଖାଦ୍ୟ ଖାଇଲେ ଫୁଡ୍ ପଏଜନିଙ୍ଗ୍ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। କିନ୍ତୁ ଏକ ଅନୁଧ୍ୟାନରୁ ପ୍ରକାଶ ପାଇଛି ଯେ, ବାସି ରୁଟି ଖାଇଲେ ଅନେକ ରୋଗ ସମସ୍ୟାର ସମାଧାନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ..

- ଡାକ୍ତର ପ୍ରିୟଙ୍କା ରୋହତଗୀଙ୍କ ମତରେ ବାସି ରୁଟି ଖାଇଲେ ଅମ୍ଳ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ସୋଡିୟମ୍ ଆବଶ୍ୟକ ପରିମାଣର ଥାଏ । ତେଣୁ ଏହା ଖାଇଲେ ଆପଣଙ୍କ ଓଜନ ନିୟନ୍ତ୍ରିତ ରହିବା ସହ ମଧୁମେହ ହେବାର ଆଶଙ୍କା କମ୍ ରହିଥାଏ ।

What are the health benefits of eating tortillas
- ସକାଳ ଜଳଖିଆରେ ଖିରରେ ବାସି ରୁଟିକୁ ଭିଜାଇ ଖାଇଲେ ତାହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। ୧ ସପ୍ତାହ ଏପରି ଜଳଖିଆ କରିବା ପରେ ଆପଣ ରକ୍ତଚାପକୁ ଅନୁଧ୍ୟାନ କରନ୍ତୁ।

- ବିଶେଷଜ୍ଞଙ୍କ ମତରେ ଖିର ସହ ବାସି ରୁଟି ଖାଇବା ସବୁଠୁ ଭଲ। ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମ​ସ୍ତେ ‌ଏଇ ବାସି ରୁଟି ଖାଇବା ହିତକାରୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+