Vastu tips: ମାତ୍ର ଏହି କିଛି କାମ କରନ୍ତୁ ଦୁର ହୋଇଯିବ ବାସ୍ତୁ ଦୋଷ

Vastu tips: ସମସ୍ତେ ନିଜ ଜୀବନରେ ସୁଖ ଏବଂ ଶାନ୍ତି ଇଛା କରନ୍ତି । କିନ୍ତୁ ଆଜିର ସମୟରେ ଲୋକମାନେ ଚାକିରି, ସମାଜ ଏବଂ ଘର ସହ ଜଡିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ, ଅନେକ ଚେଷ୍ଟା ସତ୍ତ୍ୱେ ସଫଳତା ହାସଲ କରିପାରୁ ନାହାଁନ୍ତି । ଏହା ପଛର କାରଣ ଘରର ବାସ୍ତୁ ତ୍ରୁଟି । ଏଥିପାଇଁ ଆପଣ ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ କିଛି ଜିନିଷ କରିପାରିବେ ।

ତେଣୁ ଚାଲନ୍ତୁ ଜାଣିବା ଲବଙ୍ଗ ଏବଂ କର୍ପୂର ସହିତ ଜଡିତ କିଛି ବିଶେଷ ଉପାୟ ବିଷୟରେ....ବାସ୍ତୁ ଦୋଷ ଦୂର କରିବା ପାଇଁ : ଘର କିମ୍ବା ଦୋକାନରେ କର୍ପୂର ରଖୁବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ସହିତ, ଧନ ଲାଭର ଯୋଗ ରହିଥାଏ । ଆର୍ôଥକ ସମସ୍ୟା ଦୂର କରିବା ପାଇଁ : ଏକ ଲାଲ୍ କପଡ଼ାରେ ୧ ଲବଙ୍ଗ ଗୁଡ଼ାଇ ଏହାକୁ ଧନ ରଖୁଥିବା ସ୍ଥାନରେ ରଖନ୍ତୁ ।

Vastu tips

ଏହି ଉପାୟକୁ କୌଣସି ଶୁଭ ଦିନରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ପରେ କରନ୍ତୁ ।ସୁଖ-ସମୃଦ୍ଧି ପାଇଁ : ଘରର ସୁଖ-ସମୃଦ୍ଧି ପାଇଁ ପ୍ରତିଦିନ ଶୋଇବା ପୂର୍ବରୁ ଗାଈ ଘିଅରେ କର୍ପୂର ବୁଡ଼ାଇ ଏହାକୁ ଏକ ପିତ୍ତଳ ପାତ୍ରରେ ଜଳାନ୍ତୁ ଓ ମନ ଶାନ୍ତ ରଖିବା ପାଇଁ : ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପୂଜା କରିବା ପରେ, କର୍ପୂର ଜଳାଇ ଆଳତୀ କରନ୍ତୁ ।

ଏହା ଘରେ ସକରାତ୍ମକ ଶକ୍ତି ଆଣିଥାଏ । ଏହା ସହିତ, କର୍ପୂର ସୁଗନ୍ଧ ମନକୁ ଶାନ୍ତ କରିଥାଏ । ଶତ୍ରୁ ଠାରୁ ମୁକ୍ତି ପାଇବା ପାଇଁ : ଏଥିପାଇଁ ସାତଥର ବଜରଙ୍ଗ ବାଣ ପାଠ କରି ହନୁମାନଙ୍କୁ ଲଡ଼ୁ ଭୋଗ ଚଢାନ୍ତୁ । ଏହା ପରେ କର୍ପୂର ସହିତ ୫ ଟି ଲବଙ୍ଗ ଜଳାନ୍ତୁ । ଘରୁ ବାହାରିବା ପୂର୍ବରୁ କପାଳରେ ସେହି ଭସ୍ମକୁ ଲଗାନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+