ଜାଣନ୍ତୁ ବାସ୍ତୁ ହିସାବରେ କେଉଁ ଦିଗରେ ଫର୍ଣ୍ଣିଚର ରଖିଲେ ଘରେ ବଢ଼େ ସୁଖଶାନ୍ତି

ଘର କରିବା ବେଳେ ଆମେ ଭିତରୁ ଅନେକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। କିନ୍ତୁ ଫର୍ଣ୍ଣିଚର ଗୁଡ଼ିକୁ ସଜାଇ ରଖିବା ବେଳେ ଆପଣ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି କି? ଡ୍ରଇଁ ରୁମ୍‌ରେ ସୋଫା ଓ ଅନ୍ୟ ଫର୍ଣ୍ଣିଚରଗୁଡ଼ିକୁ ଆମେ ସାଧାରଣତଃ ଉପଲବ୍ଧ ସ୍ଥାନ ଅବା ନିଜ ପସନ୍ଦ ଅନୁଯାୟୀ ସଜାଇ ରଖୁ। ଡାଇନିଂ ହଲ୍‌ରେ ଡାଇନିଂ ଟେବୁଲକୁ ମଧ୍ୟ ଆମେ ନିଜ ପସନ୍ଦ ଅନୁଯାୟୀ ସ୍ଥାନ ନିରୂପଣ କରି ରଖୁ। ତେବେ ଏସବୁ ଜିନିଷ ଗୁଡ଼ିକୁ ବାସ୍ତୁ ଅନୁଯାୟୀ ନିର୍ଦ୍ଦିଷ୍ଟ ଦିଗରେ ରଖିଲେ ଘରେ ସୁଖଶାନ୍ତି ବଢ଼େ ବୋଲି କୁହାଯାଏ। ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ବଢ଼େ। ଆସନ୍ତୁ ଆଜି ସେ ବିଷୟରେ ଜାଣିବା।

ବାସ୍ତୁଶାସ୍ତ୍ର ଅନୁସାରେ ଡାଇନିଂ ରୁମ୍‌ରେ ସୋଫା ସେଟ୍‌ ଓ ଅନ୍ୟ ଫର୍ଣ୍ଣିଚରଗୁଡ଼ିକୁ ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିବା ଉଚିତ। ଏଗୁଡ଼ିକୁ ଦକ୍ଷିଣ ଓ ପଶ୍ଚିମ ଦିଗରେ କାନ୍ଥକୁ ଲଗାଇ ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଶୁଭ ହୋଇଥାଏ।

Vastu Guidelines for Furniture Arrangement in house
ଘରେ ଯଦି ଦକ୍ଷିଣ ଓ ପଶ୍ଚିମ ଦିଗରେ ଫର୍ଣ୍ଣିଚର ରଖିବାରେ କୌଣସି ଅସୁବିଧା ଥାଏ, ତାହାହେଲେ ଆପଣ ଏହାକୁ ଉତ୍ତର ଅବା ପୂର୍ବ ଦିଗରେ ରଖିପାରିବେ। ଏଇ ସବୁ ଦିଗରେ ଫର୍ଣ୍ଣିଚରଗୁଡ଼ିକୁ କାନ୍ଥରୁ ୬ରୁ ୮ ଇଞ୍ଚ ଦୂରତାରେ ରଖିବା ଉଚିତ। ଏହା ଦ୍ୱାରା ଦିଗ ସମ୍ପନ୍ଧୀୟ ବାସ୍ତୁଦୋଷ ଲାଗିବ ନାହିଁ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+