ଘରର ବାସ୍ତୁଦୋଷ ମଧ୍ୟ ହୋଇଥାଏ ଆତ୍ମହତ୍ୟାର କାରଣ!

ପ୍ରତ୍ୟେକ ଆତ୍ମହତ୍ୟା ପଛରେ ଦୁଃଖଭରା କାହାନୀ ଲୁଚି ରହିଥାଏ କିନ୍ତୁ ଯେବେ କେହି ଆତ୍ମହତ୍ୟା କରିଥାଏ ତ, ସେମାନଙ୍କର ଭାଗ୍ୟ ସହ ଘରର ବାସ୍ତୁଦୋଷ ମଧ୍ୟ ଦାୟୀ ରହିଥାଏ । ଯେଉଁ ଘରେ ଆତ୍ମହତ୍ୟା ହୋଇଥାଏ ସେମାନଙ୍କ ଙରେ ଦୁଇ ବା ଦୁଇରୁ ଅଧିକ ବାସ୍ତୁଦୋଷ ନିଶ୍ଚୟ ରହିଥାଏ । ଯେଉଁମାନଙ୍କ ମଧ୍ୟରୁ ଗୋଟେ ବାସ୍ତୁଦୋଷ ଘରର ଇଷାଣ କୋଣରେ ହୋଇଥାଏ ଏବଂ ଅନ୍ୟଟି ଦକ୍ଷୀଣ ପଶ୍ଚିମ କୋଣରେ ରହିଥାଏ । ଏହି ଦିଗରେ ଯଦି ପାଣି ଟାଙ୍କି, କୂଅ, ଭୂମି ଗାତ ବା କୌଣସି ପ୍ରକାରରେ ଏହି କୋଣରେ ନିଚ୍ଚରେ ଥିଲେ କି ଘରର ଦକ୍ଷୀଣ ଦିଗର ଦକ୍ଷୀଣ କୋଣ ବା ଦକ୍ଷୀଣ ପଶ୍ଚିମର ଦକ୍ଷୀଣ ଭାଗ ବଢି ହୋଇଥିଲେ ବାସ୍ତୁ ପୂରାପୂରି ଭାବେ ଖରାପ ପ୍ରଭାବିତ ହୋଇଥାଏ ।

ଏହି ଦୋଷ ସହ ଯଦି ଘରର ପଶ୍ଚିମ ନେତ୍ରକୋଣରେ ମୂଖ୍ୟ ଦ୍ବାର ହୋଇଥାଏ ତେବେ ଘରର ପୁରୁଷଙ୍କ ଦ୍ବାରା ଏବଂ ଯଦି ଦକ୍ଷୀଣ ନେତ୍ର କୋଣରେ ହୋଇଥାଏ ତେବେ ସେହି ଘରର ସ୍ତ୍ରୀଙ୍କ ଦ୍ବାରା ଆତ୍ମହତ୍ୟା କରିବାର ସମ୍ଭାବନା ରହିଥାଏ ।

vastu dosa

ଆର ବାସ୍ତୁଦୋଷଟି ଘରର ଇଷାଣ କୋରରେ ହୋଇଥାଏ । ଘରର ଏହି କୋଣ ଯଦି ଭିତରକୁ ଦବି ଯାଇଥାଏ, କଟି ଯାଇଥାଏ, ଓଦା ହୋଇଯାଏ କିମ୍ବା କୌଣସି କାରଣରୁ ଦକ୍ଷୀଣ ପୂର୍ବରେ ଥିବା କବାଟ ପୂର୍ବ ଅଡକୁ ବଢି ଯାଇଥାଏ ତ, ଘରର ପୁରୁଷ ଦ୍ବାରା ଏବଂ ଯଦି ଉତ୍ତର ଦକ୍ଷୀଣ ଦିଗର ଉତ୍ତର ଭାଗ ଆଗକୁ ବଢି ରହିଥଶଏ ତେବେ ସେହି ଘରର ସ୍ତ୍ରୀଙ୍କ ଦ୍ବାରା ଆତ୍ମହତ୍ୟା କରିବାର ସମ୍ଭାବନା ରହିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ଘଟଣାରୁ ରକ୍ଷାପାଇବା ପାଇଁ ହେଲେ ଜରୁରୀ ହୋଇଥାଏ କି, ଘର ତିଆରି କରିବା ସମୟରେ ବାସ୍ତୁର ଏହି ଦୋଷକୁ ଧ୍ୟାନରେ ରଖିକି ଘର ତିଆରି କରନ୍ତୁ । ଯଦି ଘର ଭଡାରେ ନେଉଛନ୍ତି ତେବେ ଏହି ସବୁ ବାସ୍ତୁଦୋଷ ଉପରେ ଗୁରୁତ୍ବ ରଖନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+