Get Updates
Get notified of breaking news, exclusive insights, and must-see stories!

ବାଦାମ ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ, ଜାଣିନିଅନ୍ତୁ କିଛି ଟିପ୍ସ, ନଚେତ୍‌.....

ସାଧାରଣତଃ ଲୋକମାନେ ଡ୍ରାଏ ଫୁଟ୍ ରେ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ଡ୍ରାଏ ଫ୍ରୁଟ୍ ମଧୁମେହର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଡ୍ରାଏ ଫ୍ରୁଟ୍ ଖାଇବା ଉଚିତ୍ । ଡ୍ରାଏ ଫ୍ରୁଟ୍ ମଧ୍ୟରେ ପ୍ରାୟତଃ ଲୋକେ ପିସ୍ତା ବାଦାମ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ବାଦାମ ସମସ୍ତଙ୍କ ପାଇଁ ସୁସ୍ଥ ନୁହେଁ? କାରଣ କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବାଦାମ ଖାଇବା ହୋଇପାରେ କ୍ଷତିକାରକ । କାରଣ ଏହା ଦ୍ୱାରା କୌଣସି ଲାଭହୋଇନଥାଏ । ତେବେ କେଉଁ ଲୋକଙ୍କ ପାଇଁ ପିସ୍ତା ବାଦାମ ଖାଇବା କ୍ଷତିକାରକ ହୋଇପାରେ ଆସନ୍ତୁ ଜାଣିବା ।

୧- ଯଦି ପ୍ରତିଦିନ ଆପଣ କୌଣସି ଔଷଧ ଖାଉଛନ୍ତି, ତେବେ ସେମାନଙ୍କୁ ପିସ୍ତା ବାଦାମ ଖାଇବା ଅନୁଚିତ୍ । ପିସ୍ତା ବାଦାମରେ ବହୁ ପରିମାଣର ମ୍ୟାଗ୍ନେସିୟମ୍ ତତ୍ତ୍ୱ ରହିଛି । ତିନିରୁ ଚାରିଟି ପିସ୍ତା ବାଦାମରେ ୦.୬mg ମାତ୍ରା ରହିଥାଏ । ତେବେ ଅନ୍ୟାନ୍ୟ ଔଷଧ ଖାଉଥିବା ଲୋକଙ୍କୁ ୧.୮ରୁ ୨mg ଆବଶ୍ୟକ । ତେବେ ଯଦି ଆପଣ ଅଧିକ ପିସ୍ତା ବାଦାମ ଖାଆନ୍ତି ତାହେଲେ ଏହା ଆପଣଙ୍କ ଶରୀରରେ ପ୍ରଭାବ ପକାଇପାରେ । ତେବେ ମ୍ୟାଗ୍ନେସିୟମ୍ ଆଣ୍ଟାସିଡ୍, ଲେକ୍ସାଟିଭ୍, ରକ୍ତଚାପ ଔଷଧ ଲୋକଙ୍କ ଶରୀରରେ ଅନେକ ଆଣ୍ଟିବାୟୋଟିକ୍ ଭଳି ଆଣ୍ଟିସାଇକୋଟିକ୍ ପ୍ରଭାବକୁ ହ୍ରାସ କରିପାରେ ।

almonds

୨- ପିସ୍ତା ବାଦାମରେ ଭିଟାମିନ-ଇ ଭରପୂର ମାତ୍ରାରେ ଥାଏ । ତେବେ ଯଦି ଆପଣ ଅଧିକ ପିସ୍ତା ବାଦାମ ଖାଆନ୍ତି, ତାହେଲେ ଏହା କେଶ ଏବଂ ସ୍କିନ୍ ପାଇଁ ଭଲ ଅଟେ। ଏହା ଆଣ୍ଟିଅକ୍ସିଡାଣ୍ଟକୁ ରକ୍ଷା କରିବା ପାଇଁ କାମ କରିଥାଏ। ପ୍ରତିଦିନ ତିନିରୁ ଚାରିଟି ବାଦାମ ଖାଇଲେ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଅଧିକ ପିସ୍ତା ବାଦାମ ଖାଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଅଧିକ ଏମଜିର ଭିଟାମିନ୍ ଇ ଶରୀର ପାଇଁ କ୍ଷତିକାରକ ହୋଇପାରେ ।

୩- ଯେଉଁମାନଙ୍କର ପାଚନ ପ୍ରକ୍ରିୟାରେ ସମସ୍ୟା ରହିଥାଏ, ସେମାନଙ୍କୁ ଅଧିକ ପରିମାଣର ପିସ୍ତା ବାଦାମ ଖାଇବା ଅନୁଚିତ୍ । ପିସ୍ତା ବାଦାମରେ ଫାଇବର ତତ୍ତ୍ୱ ଥାଏ । ତେବେ ପ୍ରତିଦିନ ୩ ରୁ ୪ ବାଦାମ ଖାଇଲେ ଶରୀରକୁ ୨୫ ରୁ ୪୦ ଗ୍ରାମ ଫାଇବର ମିଳିଥାଏ । ତେବେ ଅଧିକ ବାଦାମ ଖାଇଲେ, ପେଟ ଜଡ଼ିତ ସମସ୍ୟା ହୋଇପାରେ । ଅଧିକ ବାଦାମ ଖାଇଲେ କୋଷ୍ଠକାଠିନ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+