ଶରୀରରେ ବଢିଯାଇଛି କି ୟୁରିକ୍‌ ଏସିଡ୍‌ ? ଜାଣନ୍ତୁ କ'ଣ ପାଇଁ ବଢିଥାଏ

ଖାଇବାର ଏପଟ ସେପଟ ଯୋଗୁଁ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କ'ଣ ପାଇଁ ବଢିଯାଇଥାଏ ୟୁରିକ ଏସିଡ ।ଏହି ସମୟରେ ୟୁରିକ ଏସିଡ ବଢିବାର ସମସ୍ୟା ସାଧାରଣ କଥା । ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ କ'ଣ। ୟୁରିକ ଏସିଡ ବଢିବା ଦ୍ଵାରା ଆଣ୍ଠୁ ,ଗଣ୍ଠିର ବହୁତ ଯନ୍ତ୍ରଣା ହୋଇଥାଏ । ଖାଲି ସେତିକି ନୁହେଁ ୟୁରିକ ଏସିଡ ବଢିବା ଦ୍ଵାରା କୀଡିନିର ମଧ୍ୟ ଯନ୍ତ୍ରଣା ହୋଇଥାଏ ।

knee

କୁହାଯାଏକି ୟୁରିକ ଏସିଡ ବଢିବାର କାରଣ ଅନେକ ପ୍ରକାରର ହୋଇଥାଏ। ଯେଉଁ ବ୍ୟକ୍ତି ମାନେ ଅଧିକରୁ ଅଧିକ ଆଲକୋହଲ ବ୍ୟବବାର କରନ୍ତି ସେଇମାନଙ୍କର ୟୁରିକ ଏସିଡ ଅଧିକ ବଢିଥାଏ । ଯେଉଁ ଖାଦ୍ୟରେ ଅଧିକ ମିଠାର ସ୍ତର ଥାଏ ସେଇଗୁଡିକ ଖାଇଲେ ୟୁରିକ ଏସିଡ ବଢେ । ସେହି ଖାଦ୍ୟ ଗୁଡିକ ହେଲା ସୋଡା, କୋଲ ଡିକ୍ସ ,ଜୁସ ଏହି ପରି ଜିନିଷ ହୋଇଥାଏ । ଖାଲି ଏହି ଗୁଡିକ ନୁହେଁ ‌ରାଜମା ଖାଇଲେବି ୟୁରିକ ଏସିଡ ବଢିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+