ସୁସ୍ଥ ରହିବାର ପାଇଁ ଟିପ୍ସ, ପାଖ ମାଡ଼ିବନି ରୋଗ !

କାର୍ଯ୍ୟବ୍ୟସ୍ତତା କିମ୍ବା ଅଭ୍ୟାସ ଯୋଗୁଁ ଅନେକ ଲୋକ ସକାଳ ଜଳଖିଆ ଖାଇବାକୁ ଭୁଲିଯାଆନ୍ତି । ହେଲେ ଡାକ୍ତରଙ୍କ କହିବା କଥା ସକାଳ ଜଳଖିଆ କେବେ ହେଲେ ଛାଡ଼ିବା କଥା ନୁହେଁ । କାରଣ ଏହା ଶରୀର ପାଇଁ ନିହାତି ଜରୁରୀ । ଯଦି ଆପଣ ସକାଳ ଜଳଖିଆ ଖାଉ ନାହାନ୍ତି, ଏହାର ଏକାଧିକ କୁପ୍ରଭାବ ରହିଛି ।

stay healthy

- ବେକ୍ରଫାଷ୍ଟ ବା ସକାଳ ଜଳଖିଆ ଖାଇବା ନିହାତି ଜରୁରୀ
- ଯଦି ଆପଣ ଗୋଟିଏ ଦିନ ବ୍ରେକଫାଷ୍ଟ ଖାଉ ନାହାନ୍ତି, ଏହାର ପ୍ରଭାବ ପର ଦିନ ସକାଳେ ପଡ଼ିଥାଏ
- ବ୍ଲଟିଂ, ଗ୍ୟାସ୍ ଭଳି ସମସ୍ୟା ଆରମ୍ଭ ହୋଇଥାଏ
- ଯଦି ଆପଣ ବ୍ରେକଫାଷ୍ଟ ଖାଉନାହାନ୍ତି, ତାହେଲେ ପରବର୍ତୀ ମିଲ୍ରେ ଅଧିକ ଖାଇବାର ଆଶଙ୍କା ରହିଛି
- ଫଳରେ ପାଚନ ଓ ଗ୍ୟାସଟିକ୍ ସମସ୍ୟା ଦେଖାଦେଇପାରେ
- ତେଣୁ ବେକ୍ରଫାଷ୍ଟ ନିଶ୍ଚିତ ଭାବେ ଖାଆନ୍ତୁ
- ବ୍ରେକଫାଷ୍ଟ ସବୁବେଳେ ଘରେ ବନେଇ ଖାଇବାକୁ ଚେଷ୍ଟା କରନ୍ତୁ
- ଦଲିଆ କିମ୍ବା ଓଟସ ଖାଇପାରନ୍ତି, କ୍ଷୀର ପିଇପାରନ୍ତି, ଫଳ ଖାଇପାରନ୍ତି
- ବ୍ରେକଫାଷ୍ଟ ନକରି ବାହାରକୁ ଗଲେ ଏହାର ମାନସିକ ପ୍ରଭାବ ମଧ୍ୟ ରହିଛି
- ଦିନର ଆରମ୍ଭ ଚା' କିମ୍ବା କଫିରୁ ନକରି ପାଣି ପିଇ କରନ୍ତୁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+