ପ୍ରତ୍ୟେକ ଦିନ ରେଡ୍ ମିଟ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, WHO ଦେଲା ଚେତାବନୀ

Red Meat: ରେଡ୍ ମିଟ୍ ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍, ଆଇରନ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ । କିନ୍ତୁ ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି, ତେବେ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ଭାରତରେ ଅନେକ ଲୋକ ଶାକାହାରୀ ହେଲେ ଦେଶର ଅଧିକାଂଶ ଲୋକ ଆମିଷ ଖାଇବା ପସନ୍ଦ କରନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 4 ଅନୁଯାୟୀ, ଭାରତର 70% ମହିଳା ଏବଂ 78% ପୁରୁଷ ମାଂସାହାରୀ । କିଛି ରିପୋର୍ଟ ଅନୁସାରେ ଜନସଂଖ୍ୟାର 23% ରୁ 37% ଶାକାହାରୀ ଅଟନ୍ତି। ଯାହାର ଅର୍ଥ ହେଉଛି 63% ରୁ 77% ଲୋକ ଶାକାହାରୀ ନୁହଁନ୍ତି ।

Health Tips

ଆମିଷ ଖାଦ୍ୟରେ ରେଡ୍ ମିଟ (ମଟନ୍, Pork, ଗୋମାଂସ) ଚିକେନ୍, ମାଛ ଏବଂ ଅଣ୍ଡା ଅନ୍ତର୍ଭୁକ୍ତ । ଯଦିଓ ଏହି ଖାଦ୍ୟଗୁଡ଼ିକରେ ପ୍ରୋଟିନ୍, ଆଇରନ୍ ଏବଂ ବି ଭିଟାମିନ୍ ଭଳି ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱରେ ଭରପୂର ଥାଏ ହେଲେ ନିୟମିତ ଭାବେ ଲାଲ୍ ମାଂସ ମିଟ୍ ଖାଇଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

'Only My Health' ରିପୋର୍ଟ ଅନୁସାରେ ପ୍ରତିଦିନ ଲାଲ ମାଂସ ଖାଇବା ଦ୍ୱାରା ହୃଦଘାତ, ଷ୍ଟ୍ରୋକ୍, ମଧୁମେହ ଏବଂ କେତେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ପ୍ରତିଦିନ ରେଡ୍ ମିଡ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଥାଏ । ସେହିପରି ହୃଦରୋଗ ହେବାର ଆଶଙ୍କା ମଧ୍ୟ ବଢାଇଥାଏ । ଲାଲ ମିଟ୍ କିମ୍ବା ଚିକେନ୍ ଅଧିକ ଖାଇବା ଦ୍ୱାରା ହୃଦଘାତର ଭୟ ରହିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+