ଭୁଲରେ ବି ଏହି ଲୋକମାନେ କେବେ ଖାଆନ୍ତୁ ନାହିଁ କଖାରୁ ମଞ୍ଜି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଖାରୁର ମଞ୍ଜିକୁ ବି ଅନେକ ଲୋକ ଖାଇବାକୁ ଭଲପାଇଥାନ୍ତି । କଖାରୁରେ ମଧ୍ୟ ଅନେକ ପୋଷକ ତତ୍ତ୍ବ ରହିଥାଏ । ଯାହା ଦେହ ପାଇଁ ଖୁବ୍ ହିତକାରୀ । ଅନେକଙ୍କ ପାଇଁ କଖାରୁ ବା ତା'ର ମଞ୍ଜି କ୍ଷତିକାରକ ହୋଇଥାଏ । ତେଣୁ କେଉଁମାନେ ଏହାକୁ ଖାଇ ପାରିବେ ତାହା ଜାଣିବା ଆବଶ୍ୟକ ।

pumpkin seeds

ମୋଟା ଥିବା ଲୋକମାନଙ୍କ ପାଇଁ ଏହା ଚିନ୍ତାର କାରଣକୁ ବଢାଇ ଦେଇଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ କଖାରୁ ମଞ୍ଜି ଖାଇବାର ମାତ୍ରାରେ ନିୟନ୍ତ୍ରଣ ରଖିବା ଜରୁରୀ । କଖାରୁ ମଞ୍ଜି ଓଜନ ହ୍ରାସ କରିଥାଏ । କିନ୍ତୁ ଏଥିରେ ଅଧିକ ମାତ୍ରାରେ କ୍ୟାଲୋରୀ ଥିବାରୁ ଏହା ଓଜନ ଶକ୍ତିକୁ ବଢାଇଥାଏ । ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକମାନେ କଖାରୁ ମଞ୍ଜିଠାରୁ ଦୂରେଇ ରହିବା ଆବଶ୍ୟକ ।

ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ କଖାରୁ ମଞ୍ଜି ଖାଇବା ଉଚିତ୍ ନୁହେଁ । ଡାକ୍ତରଙ୍କ ବିନା ପରାମର୍ଶରେ ଖାଇବା ଅନୁଚିତ୍ । ଏଥିରେ ଫାଇବରର ମାତ୍ରା ଅଧିକ ଥିବାରୁ ଶରୀରକୁ ଫୁଲାଇ ଦେଇଥାଏ । ଏହା ଖାଇବା ଦ୍ବାରା ବଦହଜମି ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ ।

ଯଦି ଆପଣଙ୍କର ଆଲର୍ଜି ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହାକୁ ଖାଇବା ଆବଶ୍ୟକ । ଏହା ଖାଇବା ଦ୍ବାରା କେତେକଙ୍କ ପାଖରେ ଆଲର୍ଜି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହା ଆଲର୍ଜି ରୋଗୀ ଖାଇବା ଦ୍ବାରା ସାଧାରଣରୁ ଗୁରୁତର ଭଳି ସମସ୍ୟାରେ ପରିଣତ କରିଦେଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+