ନିରାମିଷ ଲୋକଙ୍କ ପାଇଁ ଏହି ପନି-ପରିବା ବରଦାନ ଅଟେ, ଖାଇଲେ ପାଇ ପାରିବେ ଭରପୁର ପ୍ରୋଟିନ

କୁହାଯାଇ ନିରାମିଷ ରେ ପ୍ରୋଟିନ ମାତ୍ରା କମ ଥାଏ ସେଥିପାଇଁ ଆମିଷ ଖାଇବା ଉଚିତ କିନ୍ତୁ ଯିଏ ଆମିଷ ଖାଇବା ପାଇଁ ଇଛା କରୁନି ତାକୁ ଜବରଦସ୍ତ କରିବା ଉଚିତ ନୁହେଁ । ନିରାମିଷ ଲୋକଙ୍କୁ ଆଉ ହଇରାଣ ହବା ଦରକାର ନାଇ କାହିଁକିନା ଏହି ପନି ପାରିବା ରେ ଆପଣ ଭରପୁର ପ୍ରୋଟିନ ପାଇ ପାରିବେ । ଏହି ପନି ପାରିବା ଗୁଡ଼ିଙ୍କ ସ୍ଵାଦ ବି ଅଦ୍ଭୁତ ଅଟେ, ଏହା କୌଣସି ନିରାମିଷ ସ୍ଵାଦରୁ କମ ନୁହନ୍ତି । ଆସନ୍ତୁ ଜାଣିବା ଏହି ପନି ପରିବାଙ୍କ ବିଷୟ ରେ ।

vegetable is a boon for healthy people

ବ୍ରୋକଲି: ଯଦି ଆପଣ କେବେ ବ୍ରୋକଲି ଖାଇ ନାହାନ୍ତି ତାହେଲେ ଖାଇବା ଆରମ୍ଭ କରନ୍ତୁ ଶରୀର ରେ ପ୍ରୋଟିନ ମାତ୍ରା ବଢେଇବା ପାଇଁ ବ୍ରୋକଲି ଉତ୍ତମ ଉପାୟ ଅଟେ ।

ମଧ୍ୟମ ଆଞ୍ଚ ରେ ଭଜା ହୋଇଥିବା ଆଳୁ :
ଆଳୁ ନା ଶୁଣି ଆପଣଙ୍କ ମନ ରେ ଗୋଟେ କଥା ଆସୁଥିବ କି ଏହା ତ ଡାଇବେଟିଜ ଓ ଓଜନ ବଢାଇ ଥାଏ, କିନ୍ତୁ ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହବ କି ଧିମା ଆଞ୍ଚ ରେ ଭଜା ହୋଇଥିବା ଆଳୁ ପ୍ରୋଟିନ, ପୋଟେସିଅମ ଏବଂ ବିଟାମିନ ର ଭରପୁର ସ୍ରୋତ ଅଟେ ।

ମକା :

ବର୍ଷା ଓ ଥଣ୍ଡା ଋତୁ ରେ ମିଳୁ ଥିବା ମକା ଦେହ ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ, ଏହା କର୍ନ ନାଁ ରେ ବହୁତ ପରିଚିତ । ମକା ରେ ପ୍ରୋଟିନ ଓ ଫାଇବାର ପ୍ରଜ୍ୟାପ୍ତ ମାତ୍ରା ରେ ଅଛି ଏବଂ ଏହା ଶରୀର ପାଇଁ ଭଲ ଅଟେ ।

ଛତୁ :
ଶୁଦ୍ଧ ଶାକାହାରୀ ଲୋକ ଏହାକୁ ଜଙ୍ଗଲି ଭାବି ଖାନ୍ତି ନାହିଁ, କିନ୍ତୁ ଛତୁରେ କେତେ ପ୍ରକାର ପ୍ରଜାତି ଏମିତି ଅଛି ଯାହା ଖାଇଲେ ଆପଣଙ୍କ ଶରୀର କୁ ରୋଗ ପ୍ରତିରୋଧ ଶକ୍ତି ମିଳି ଥାଏ । ଏହା ପ୍ରୋଟିନ ରେ ପରିପୂର୍ଣ୍ଣ ଅଟେ ।

ଗ୍ରୀନ ମଟର :
ଥଣ୍ଡା ଦିନ ରେ ମିଳୁ ଥିବା ଗ୍ରୀନ ମଟର ପ୍ରୋଟିନ ର ବହୁତ ଭଲ ସ୍ରୋତ ଅଟେ ଏହା ସ୍ଵାଦ ବି ଲୋକଙ୍କୁ ବହୁତ ପ୍ରିୟ ଅଟେ ।

ପାଳଙ୍ଗ :
ସବୁଜ ପନି ପାରିବା ଶାକାହାରୀ ଲୋକଙ୍କୁ ନିଶ୍ଚିତ ଖାଇବା କଥା, ବିଶେଷ କରି ପାଳଙ୍ଗ କାହିଁକିନା ପାଳଙ୍ଗ ରେ ପ୍ରୋଟିନ ସହ ଆୟରନ, ଫାଇବର ଓ ବିଟାମିନ ଅଧିକ ମାତ୍ରା ରେ ମିଳି ଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+