କାନ୍ଦିଲେ ମିଳିବ ଏହି ୫ ବଡ ଫାଇଦା, ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆପଣ ବି ଏମିତି କରନ୍ତୁ

ସାଧାରଣତଃ ଜଣେ କାନ୍ଦିଲେ ତାକୁ ଏଇୟା କହି ଚୁପ୍ କରାଯାଏ କି ଏହା ଦୁର୍ବଳ ଲୋକଙ୍କ ଲକ୍ଷଣ ଅଟେ । କିନ୍ତୁ ବହୁତ କମ୍ ଲୋକମାନେ ଜାଣିଥିବେ କି ବେଳେ ବେଳେ କାନ୍ଦିବା ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । କାନ୍ଦିବା ଦ୍ୱାରା ଆଖିର ଲୁବ୍ରିକେସନ୍ ସଠିକ୍ ରହିଥାଏ । ମନୋବିଜ୍ଞାନୀକଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ମନ ଖୋଲି ହସିବା ଭଳି ମନଖୋଲି କାନ୍ଦିବାର ଅନେକ ଫାଇଦା ରହିଛି ।

Crying

୧. ମନୋବିଜ୍ଞାନୀକଙ୍କ କହିବାନୁଯାୟୀ କାନ୍ଦିବା ଦ୍ୱାରା ଶରୀରରେ ଲ୍ୟୁସିନ ଏନକେଫାଲିନ୍ସ(leucin enkephalin) ରିଲିଜ୍ ହୋଇଥାଏ ଯାହା ମାନସିକ ଚିନ୍ତାକୁ ହ୍ରାସ କରିଥାଏ । ଏହା ଭାବନାତ୍ମକ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ । ସାଧାରଣତଃ କାନ୍ଦିବା ପରେ ମନ ହାଲୁକା ଅନୁଭବ ହୋଇଥାଏ ।

୨. କାନ୍ଦିବା ଦ୍ୱାରା ମସ୍ତିଷ୍କ ଶାନ୍ତ ହୋଇଥାଏ । କାନ୍ଦିବା ପରେ ଶରୀରରେ ଥିବା ପାରାସିମ୍ଫାଥେଟିକ୍ ସ୍ନାୟୁ ପ୍ରଣାଳୀ(parasympathetic nervous System)କୁ ନିୟନ୍ତ୍ରିତ କରିଥାଏ । ଏହା ସଂକେତ ଦେଇଥାଏ କି ସବୁ କିଛି ଠିକ୍ ଅଛି ଏବଂ ଆପଣ ଆରାମ ଅନୁଭବ କରିଥାନ୍ତି ।

୩. କାନ୍ଦିବା ଦ୍ୱାରା ଶରୀର ଡିଟକ୍ସିଫାଇ ହୋଇଥାଏ ।

୪. କାନ୍ଦିଲେ ଶରୀରରେ ଗୁଡ୍ ହର୍ମୋନ୍ସ ରିଲିଜ୍ ହୋଇଥାଏ ଯାହା ଉତ୍ତମ ନିଦ୍ରାରେ ସହାୟକ ହୋଇଥାଏ ।

୫. ହୃହୟ ସ୍ୱାସ୍ଥ୍ୟକୁ ଉତ୍ତମ ରଖିଥାଏ । ଏହା ସହ ରକ୍ତ ଶର୍କରା ଏବଂ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+