Get Updates
Get notified of breaking news, exclusive insights, and must-see stories!

କଣ ଆପଣ ବି ସକାଳେ ବ୍ରେଡ୍ ଖାଉଛନ୍ତି ? ତେବେ ପଢି ନିଅନ୍ତୁ ଏହି ଖବର

ଅଧିକାଂଶ ଲୋକ ସକାଳ ବ୍ରେକଫାଷ୍ଟରେ ବ୍ରେଡ୍ ଖାଇଥାନ୍ତି । କିଛି ଲୋକ ବ୍ରେଡ ସହ ବଟର୍ ତ କିଛି ଲୋକ ଟୋଷ୍ଟ ହୋଇଥିବା ବ୍ରେଡ୍ ଏବଂ ଜାମ୍ ଖାଇଥାନ୍ତି । କିନ୍ତୁ ବହୁତ ଲୋକ ଜାଣି ନାହାଁନ୍ତି ଯେ ବ୍ରେଡ୍ ଖାଇ କି ପେଟ ସିନା ପୁରିଯାଏ ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବିଲକୁଲ୍ ଭଲ ନୁହେଁ । ଏଥିରେ ସୋଡିୟମ୍ ସ୍ତର ଏତେ ଥାଏ ଯେ ଯାହା ହୃଦ୍ ଜନିତ ରୋଗ କରାଯାଇଥାଏ । ବ୍ରେଡ୍ ଖାଇଲେ ଆମ ଶରୀରରେ ଲୁଣର ମାତ୍ରା ବଢିଯାଏ । ଯାହା ଫଳରେ ରୋଗର ବିପଦ ଅଧିକ ହୋଇଯାଇଥାଏ । ଜାଣନ୍ତୁ ବ୍ରେଡ୍ ଖାଇଲେ ଆଉ କଣ ସମସ୍ୟା ହୋଇଥାଏ ।

- ମଇଦାରେ ପ୍ରସ୍ତୁତ ହୋଇଥିବା କାରଣରୁ ବ୍ରେଡକୁ ହଜମ କରିବାରେ ଶରୀରକୁ ବହୁତ ପରିଶ୍ରମ କରିବାକୁ ପଡେ । ଏଥିରେ ଥିବା କାର୍ବୋହାଇଡ୍ରେଟ୍ ଲିଭରକୁ ଅନେକ କ୍ଷତି ପହଂଚାଇଥାଏ ।

- ବ୍ରେଡରେ କୌଣସି ବି ପ୍ରକାର ପୋଷକ ତତ୍ବ ନଥାଏ । ଯଦି ବ୍ରେଡ ଖାଇବାକୁ ଚାହୁଁଛନ୍ତି ତେବେ ହ୍ବାଇଟ୍ ବ୍ରେଡ୍ ସ୍ଥାନରେ ବ୍ରାଉନ୍ ବ୍ରେଡ୍ ଖାଆନ୍ତୁ ।

bread

- ବ୍ରେଡରେ ଅନେକ ଗ୍ଲୁଟେନ୍ ଥାଏ ଯାହା ସିଲିଏକ୍ ରୋଗର ବିପଦ ବଢାଇଥାଏ ।

- ଅଟା ବ୍ରେଡରେ କୌଣସି ପୋଷକ ତତ୍ବ ନଥାଏ । ଏହାକୁ ତିଆରି କରିବା ପ୍ରଣାଳୀରେ ହିଁ ଅଟାର ସମସ୍ତ ଗୁଣ ଶେଷ ହୋଇଯାଏ ।

- ଅତ୍ୟଧିକ ବ୍ରେଡ୍ ଖାଇଲେ ଖାଦ୍ୟନଳୀରେ ଛିଦ୍ର ହେବାର ସମ୍ଭାବନା ଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+