Get Updates
Get notified of breaking news, exclusive insights, and must-see stories!

ସାବଧାନ !ଶରୀର ପାଇଁ ହାନିକାରକ ହୋଇପାରେ ଲେମ୍ବୁ ପାଣି

ଲେମ୍ବୁର ଫାଇଦା ସମସ୍ତେ ଜାଣିଛନ୍ତି । ଆମ ଶରୀରର ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ବହୁ ଭାଗ ଲୋକ ଲେମ୍ବୁକୁ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ କ'ଣ ଜାଣିଛନ୍ତି କି ଏମିତି କିଛି ରୋଗ ଅଛି ଯାହା ହେବା ଦ୍ବାରା ଆପଣ ଲେମ୍ବୁ ପାଣି ସେବନ କରିବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ ।

• ପେଟରେ ଗ୍ୟାସ୍, ଛାତିାର ଜଳା ପୋଡା ଏବଂ ଯେଉଁ ମାନଙ୍କର ହୃଦୟଜନିତ ରୋଗରେ ପିଡିତ ସେମାନେ ହିଁ ବିଲକୁଲ୍ ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ । କାହିଁକିନା ଏହା ଦ୍ବାରା ଶରୀରରେ ଗ୍ୟାସର ମାତ୍ରା ବଢିଯାଇଥାଏ । ଲେମ୍ବୁରେ ଭିଟାମିନ୍ ସି ରହିଥାଏ । ଯାହା ହୃଦୟଜନିତ ରୋଗରେ ପିଡିତ ପେସେଣ୍ଟଙ୍କ ପ୍ରତି ଅଧିକ ବିପଦଜ୍ଜନକ । ଆଉ ମଧ୍ୟ ଯେଉଁ ମାନଙ୍କର ପେଟରେ ଅଲସର୍ ସମସ୍ୟା ରହିଥାଏ ସେମାନଙ୍କୁ ମଧ୍ୟ ଲେମ୍ବୁ ପାଣି ପିଇବା ଅନୁଚିତ୍ ।

• ଯେଉଁ ଲୋକ ମାନେ ଆଇରନର ମେଡିସିନ୍ ବ୍ୟବହାର କରୁଥିବେ ସେମାନଙ୍କୁ ଲେମ୍ବୁ ପାଣି ପିଇବା ଅନୁଚିତ୍ । କାହିଁକିନା ଯଦି ଆପଣ ଲେମ୍ବୁ ପାଣି ପିଉଛନ୍ତି ତେବେ ଆଇରନର ମେଡିସିନ୍ ଶରୀର ଉପରେ କୌଣସିବି କାମ କରି ନଥାଏ ।

• କିଡନି ଓ ଲିଭରର ସମସ୍ୟା ଥିଲେ ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ । କାହିଁକି ନା ଶରୀରର ଗୋଟେ ଭାଗରେ ଏକାଠି ହୋଇ ଷ୍ଟୋନ୍ ସୃଷ୍ଟି କରାଇଥାଏ ।

lemon water

• ଲେମ୍ବୁ ପାଣିରେ ଏସିଟିକ୍ ଏସିଡ୍ ରହିଥିବା କାରଣରୁ ଦାନ୍ତର ମାଢିକୁ ଦୁର୍ବଳ କରିଥାଏ । ଲେମ୍ବୁ ପାଣି ପିଇବାର ସଙ୍ଗେ ସଙ୍ଗେ ବ୍ରସ୍ କରିବା ଅନୁଚିତ୍ ।

• ଯେଉଁ ମାନଙ୍କର ଡିହାଇଡ୍ରେସନ ହୋଇଥାଏ ସେମାନେବି ଲେମ୍ବୁ ପାଣି ପିଇବା ଉଚିତ୍ ନୁହେଁ । ପିଇବା ଦ୍ବାରା ପରିଶ୍ରା ବହୁତଥର ହୋଇଥାଏ କାହିଁକି ନା ଏହି କାରଣରୁ ଶରୀରରେ ଡାଇଜେସଟ୍ ଆହୁରି ଅଧିକ ଖରାପ ହୋଇଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+