ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି; ଲଗାତାର ବୃଦ୍ଧି ପରେ କମିଲା ସୁନା ଦାମ୍‌

ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ଲଗାତାର ବୃଦ୍ଧି ପରେ କମିଲା ସୁନା ଦାମ୍‌ । ମେ' ୨୦ ଅର୍ଥାତ୍‌ ମଙ୍ଗଳବାର କମିଛି ସୁନା ଦାମ୍‌ ।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୫,୦୨୦ ଟଙ୍କା ରହିଛି । ଗତକାଲି ଏହା ୯୫,୫୧୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ହ୍ରାସ ହୋଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୭,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୭,୫୫୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି ।

Gold prices fall after continuous increase

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୧,୨୭୦ ଟଙ୍କା ରହିଛି । ଗତକାଲି ୭୧,୬୩୦ ଟଙ୍କା ଥିଲା । ଏଥିରେ ୩୬୦ ଟଙ୍କା ହ୍ରାସ ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୮୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।

ଲଗାତାର ସୁନା ଉପରମୁହାଁ ହୋଇଥିବା ବେଳେ ଆଜି କମିଛି ସୁନା ଦର । ପ୍ରତିଦିନ ସୁନା ଓ ରୁପା ଦର ପରିବର୍ତ୍ତନ ହୋଇ ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଲଗାତାର ବୃଦ୍ଧି ପରେ ଆଜି କମିଛି ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୪୯୦ ଟଙ୍କା ହ୍ରାସ ପାଇଛି । ସେହିପରି ରୁପା ମଧ୍ୟ ୧ କିଲୋଗ୍ରାମ ପିଛା ୧୦୦୦ ଟଙ୍କା ହ୍ରାସ ପାଇଛି ।

ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:

  • ଚେନ୍ନାଇ: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
  • ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
  • ହାଇଦ୍ରାବାଦ: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
  • ମୁମ୍ବାଇ: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
  • ଭୁବନେଶ୍ୱର: ୨୪ କ୍ୟାରେଟ ସୁନା- ୯୫,୦୨୦ ଟଙ୍କା, ୨୨ କ୍ୟାରେଟ ସୁନା- ୮୭,୧୦୦ (୧୦ ଗ୍ରାମ ପିଛା)
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+