ଶୀତ ଦିନେ ଖାଆନ୍ତୁ ପିଜୁଳୀ, ମିଳିବ ଏହିସବୁ ଫାଇଦା

ନିୟମିତ ରୂପରେ ଫଳ ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ମଧ୍ୟ ନିୟମିତ ଫଳ ଖାଇବା ପାଇଁ ପରାମର୍ଶ ଦିଅନ୍ତି । ଏଭଳି କି ପ୍ରତିଦିନ ସେଓ ଖାଇବା ପାଇଁ ମଧ୍ୟ କୁହାଯାଏ । ମାତ୍ର ହୁଏତ ସଭିଏଁ ଜାଣିନଥିବେ ଏପରି ଏକ ଫଳ ରହିଛି, ଯାହା ଶୀତ ଦିନେ ସେଓରୁ ମଧ୍ୟ ଅଧିକ ଶରୀର ପାଇଁ ଲାଭଦାୟକ । ଫଳଟି ହେଉଛି ପିଜୁଳି । ଜାଣନ୍ତୁ ଶୀତଦିନେ ନିୟମିତ ପିଜୁଳି ଖାଇବା ଦ୍ୱାରା ଶରୀରକୁ କି କି ଲାଭ ମିଳିବ..

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ପିଜୁଳି ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୁତ ରହିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍‌ ସି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି ଓ ମଜଭୁତ କରିବାରେ ସହାୟକ ହୋଇଥାଏ ।

guava

ଶୀତଦିନେ ପିଜୁଳି ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ହୋଇ ରହିଥାଏ । ଏଥିରେ ଥିବା ଫାଇବର ଖରାପ କୋଲେଷ୍ଟେରୋଲ୍‌କୁ ଶରୀରରୁ ବାହାର କରିବାରେ ସହାୟକ ହୋଇଥାଏ । ରକ୍ତରେ ଏହାର ସ୍ତରକୁ କମ୍‌ କରିଥାଏ । ଏହାସହ ପିଜୁଳିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏଚଡିଏଲ୍‌ କୋଲେଷ୍ଟେରୋଲ୍‌ର ସ୍ତରକୁ ସଠିକ୍‌ ରଖିବାରେ ସହାୟକ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+