Get Updates
Get notified of breaking news, exclusive insights, and must-see stories!

ମୋବାଇଲ ଖରାପ କରିବାକୁ ଚାହୁଁ ନଥିଲେ ଏହି ସମୟରେ କରନ୍ତୁ ନାହିଁ....

ସାଧାରଣତଃ ମୋବାଇଲ ଚାର୍ଜ କରିବା ସମୟରେ ସାମାନ୍ୟ କିଛି ଭୁଲ୍ ଯୋଗୁଁ ବ୍ୟାଟେରୀ ଓ ମୋବାଇଲ୍ ଖରାପ ହେବା ସହ ପାଟିମଧ୍ୟ ଥାଏ । ଏଣୁ ଏହି ସମୟରେ କିଛି ସାଧାରଣ ଦିଗ ପ୍ରତି ଧ୍ୟାନ ଦେବା ଦ୍ବାରା ଆପଣଙ୍କ ମୋବାଇଲର ବ୍ୟାଟେରୀ ଅଧିକ ସମୟ ରହିବା ସହ ତାହା ଜଲଦି ଖରାପ ହୋଇନଥାଏ ।

ପ୍ରଥମତଃ କେବେ ମଧ୍ୟ ୧୦୦ ପ୍ରତିଶତ ମୋବାଇଲ ଚାର୍ଜ କରନ୍ତୁ ନାହିଁ । ଏପରି କରିବା ଦ୍ବାରା ବ୍ୟାଟେରୀ ଜଲଦି ଖରାପ ହୋଇ ଥାଏ। ବ୍ୟାଟେରୀକୁ ୮୦-୮୫% ଚାର୍ଜ କରିବା ଉଚିତ୍ ତା'ଠାରୁ ଅଧିକ ନୁହଁ। ବ୍ୟାଟେରୀ ୪୦-୮୦ ପ୍ରତିଶତ ଚାର୍ଜ ରହିଲେ ଭଲ ଏବଂ ଅଧିକ ସମୟ କାମ କରିଥାଏ।

mobile

କେବେ ମଧ୍ୟ ରାତିସାରା ମୋବାଇଲକୁ ଚାର୍ଜ କରନ୍ତୁ ନାହିଁ। ରାତିସାରା ଚାର୍ଜରେ ରଖିବା ଦ୍ବାରା ମୋବାଇଲ୍ ବ୍ୟାଟେରୀ ଅତ୍ୟାଧିକ ଗରମ ହୋଇ ଜଲଦି ଖରାପ ହେବାର ଆଶଙ୍କା ଅଧିକ ରହିଥିବା ବେଳେ ଏହା ଜୀବନ ପ୍ରତି ବିପଦ ମଧ୍ୟ ହୋଇଥାଏ। ଗରମ ସ୍ଥାନରେ ଭୁଲରେ ମଧ୍ୟ ମୋବାଇଲ ରଖି ଚାର୍ଜ କରନ୍ତୁ ନାହିଁ । ଚାର୍ଜରେ ଥିବାବେଳେ ଭୁଲରେ ମଧ୍ୟ ମୋବାଇଲ ବ୍ୟବହାର କରନ୍ତୁ ନାହିଁ।

ପ୍ରାୟ ସମୟରେ ବହୁତ ଲୋକ ଫୋନକୁ ଯେ କୌଣସି ଚାର୍ଜରେ ଲଗାଇଦିଅନ୍ତି। ତେବେ ସବୁବେଳେ ମୋବାଇଲକୁ ଅରିଜିନାଲ ଚାର୍ଜରେ ହିଁ ଚାର୍ଜ କରନ୍ତୁ । ୨୦ ପତିଶତରୁ କମ୍ ହେବା ପୁର୍ବରୁ ବାରମ୍ବାର ଚାର୍ଜରେ ଲଗାଇବା ଏବଂ ୧୦ ପ୍ରତିଶତରୁ କମ୍ ଚାର୍ଜରେ ମୋବାଇଲ ବ୍ୟବହାର କରିବା ଦ୍ବାରା ମୋବାଇଲ ଖରାପ ହୋଇଥାଏ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+