Get Updates
Get notified of breaking news, exclusive insights, and must-see stories!

ବିଳମ୍ବରେ ରାତିରେ ଶୋଇଲେ ହେବ ଡାଇବେଟିସ୍ !

Type-2 Diabetes: କୁହାଯାଏ ଶୀଘ୍ର ଶୋଇବା ଏବଂ ସକାଳୁ ଜଲଦି ଉଠିବା ଦ୍ୱାରା ସ୍ୱାସ୍ଥ୍ୟ ସୁସ୍ଥ ରୁହେ । ହେଲେ ଆଜିକାଲି ଲୋକମାନେ ବିଳମ୍ବିତ ରାତିରେ ଶୋଇବା ଯେପରି ଏକ ଟ୍ରେଣ୍ତ ହୋଇ ଗଲାଣି । ଅଧିକ ମୋବାଇଲ ଦେଖିବା ଦ୍ୱାରା ରାତିରେ ଲୋକଙ୍କୁ ନିଦ ମଧ୍ୟ ବିଳମ୍ବରେ ହେଉଥିବା କୁହାଯାଉଛି । ତେବେ ଏକ ରିପୋର୍ଟ ଅନୁସାରେ ବିଳମ୍ବରେ ଶୋଇଲେ ଡାଇବେଟିସ୍ ହେବାର ଭୟଥାଏ ।

diabetes

ଏକ ଅଧ୍ୟୟନରେ କୁହାଯାଇଛି ଯେ, ଯେଉଁମାନେ ସକାଳୁ ଶୀଘ୍ର ଉଠନ୍ତି ତାଙ୍କ ତୁଳନାରେ ଯେଉଁ ଲୋକମାନେ ବିଳମ୍ବିତ ରାତିରେ ଶୋଇଥା'ନ୍ତି, ସେମାନଙ୍କ ମଧ୍ୟରେ ମଧୁମେହ-2 ହେବାର ଆଶଙ୍କା 46 ପ୍ରତିଶତ ଅଧିକ ଥାଏ । ବାସ୍ତବରେ, ଭୁଲ ଜୀବନଶୈଳୀ ନିଦ ଖରାପ ଏବଂ ଗୁଣ ମଧୁମେହ ହେବାର ଆଶଙ୍କା ବୃଦ୍ଧି କରିଥାଏ ।

କ ରିପୋର୍ଟ ଅନୁସାରେ ଯେଉଁ ଲୋକମାନେ ବିଳମ୍ବତ ରାତିରେ ଶୋଇଥାନ୍ତି, ସେମାନଙ୍କୁଟାଇପ୍-୨ ମଧୁମେହ ହେବାର ଆଶଙ୍କା 46% ଅଧିକ। ନେଦରଲ୍ୟାଣ୍ଡରେ କରାଯାଇଥିବା ଏହି ଅଧ୍ୟୟନରେ ପାଞ୍ଚ ହଜାର ଲୋକଙ୍କର ଟେଷ୍ଟା କରାଯାଇଥିଲା ଯେଉଁମାନଙ୍କର ଓଜନ ମଧ୍ୟ ଅଧିକ ଥିଲା । ଏହି ଲୋକମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇଥିଲା । ପ୍ରଥମତଃ ଯେଉଁମାନେ ଶୀଘ୍ର ଉଠନ୍ତି, ଦ୍ୱିତୀୟଟି ଠିକ୍ ସମୟରେ ଯେଉଁ ମାନେ ଉଠନ୍ତି ଏବଂ ତୃତୀୟଟି ଯେଉଁମାନେ ବିଳମ୍ବରେ ଉଠନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+