Skin Care Tips: ପ୍ରତିଦିନ ତ୍ୱଚାରେ ଲଗାନ୍ତୁ ଘିଅ
ଦେଶୀ ଘିଅର ଉପକାରିତା: ପ୍ରତିଦିନ ତ୍ୱଚାରେ ଲଗାନ୍ତୁ ଘିଅ
Skin Care Tips: ମହିଳା ହୁଅନ୍ତୁ ଅବା ପୁରୁଷ, ସମସ୍ତେ ନିଜ ଚେହେରା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି । ବୟସ ବଢିବା ସହ ତ୍ୱଚାର ରଙ୍ଗ ମଧ୍ୟ ଫିକା ପଡିଯାଇଥାଏ । ଅନେକ ଲୋକ ନିଜ ଚେହେରାରେ ବୟସର ପ୍ରଭାବ କମାଇବା ପାଇଁ ଚାହାଁନ୍ତି । ସେଥିପାଇଁ ଅନେକ ବ୍ୟକ୍ତି ତ୍ୱଚାକୁ ଉଜ୍ଜ୍ୱଳ ଏବଂ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାନ୍ତି । କିନ୍ତୁ ବେଳେବେଳେ ଏହି ପଦ୍ଧତିଗୁଡ଼ିକ ଚର୍ମକୁ ନଷ୍ଟ ମଧ୍ୟ କରିଦେଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ଖାଦ୍ୟ ଓ ପାନୀୟ ଉପରେ ଧ୍ୟାନ ଦେବା ଅନ୍ୟନ୍ତ ଜରୁରୀ । ଆଜି ଆମେ ଆପଣଙ୍କୁ ଘିଅ ଉପକାରିତା ବିଷୟରେ ଜଣାଇବୁ ।

ଦେଶୀ ଘିଅର ଉପକାରିତା
1. ଦେଶୀ ଘିଅ ତ୍ୱଚାରେ ଲଗାଇଲେ ତ୍ୱଚା କୋମଳ ଏବଂ ହାଇଡ୍ରେଟ୍ ରହିଥାଏ
2. ଆପଣ ଦେଶୀ ଘିଅ ବ୍ୟବହାର କରି ପ୍ରାକୃତିକ ଚମକ ପାଇପାରିବେ । ଏହା ତ୍ୱଚାରେ ଥିବା କଳା ଦାଗକୁ ମଧ୍ୟ ହାଲୁକା କରିଥାଏ ।
3. ଘିଅ ଶରୀରର କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଥଣ୍ତାରୁ ତ୍ୱଚାକୁ ରକ୍ଷା କରିଥାଏ
4. ଆଖି ପାଇଁ ଘିଅ ଅତ୍ୟନ୍ତ ଲାଭଦାୟକ
5. ଘିଅ ବ୍ୟବହାର କଲେ ବା ଲାଗାଇଲେ ଆପଣଙ୍କ ଡାର୍କ ସର୍କଲ ମଧ୍ୟ ଦୂର ହୋଇଥାଏ ।
କିପରି କରିବେ ଘିଅର ବ୍ୟବହାର
ଘିଅ ବ୍ୟବହାର କରିବା ପାଇଁ ଆପଣଙ୍କୁ ବିଶେଷ କିଛି କରିବାକୁ ପଡିବ ନାହିଁ । କେବଳ ଗରମ ପାଣିରେ ଘିଅକୁ ମିଶାଇ ପିଅନ୍ତୁ । କିନ୍ତୁ ଗୋଟିଏ କଥା ଧ୍ୟାନରେ ରଖନ୍ତୁ, ଘିଅ ଖାଇବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ କିଛି ଖାଦ୍ୟ ଖାଆନ୍ତୁ ନାହିଁ । ସେହିପରି ମୁହଁକୁ ଭଲସେ ସଫା କରି ଆପଣ ଦିନରେ ଥରେ ଘିଅ ଲଗାଇବା ପାରିବେ ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା





Click it and Unblock the Notifications