ସାବଧାନ! ଖାଦ୍ୟ ଉପରେ ଲୁଣ ଛିଞ୍ଚୁଛନ୍ତି କି? ହୋଇପାରେ.........

ଆମମାନଙ୍କ ମଧ୍ୟରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଖାଇବା ଉପରେ ଲୁଣ ଛିଞ୍ଚିଥାନ୍ତି । ବିଶେଷକରି ଭାତ ଉପରେ ଅନେକ ଲୋକ ଲୁଣ ଛିଞ୍ଚିଥାନ୍ତି । ଯେଉଁମାନେ ଏଭଳି କାର୍ଯ୍ୟରେ ଅଭ୍ୟସ୍ତ, ସେମାନଙ୍କ ପାଇଁ ଖରାପ ଖବର । ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖାଯାଇଥାଏ।

salt

ଲୁଣ ଏଭଳି ଏକ ଜିନିଷ ଯାହାର ସେବନ ଉପଯୁକ୍ତ ମାତ୍ରାରେ ଏବଂ ଉପଯୁକ୍ତ ସମୟରେ ହେବା ଆବଶ୍ୟକ। ନଚେତ୍ ସାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ଖାଦ୍ୟରେ ଲୁଣ ମାତ୍ରା କମ୍ ବା ଅଧ‌ିକ ହେଲେ, ତାହା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ। ସାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ବାରା ରକ୍ତଚାପ, ମୋଟାପଣ ଓ ଆଜ୍‌ମା ଭଳି ରୋଗ ହେବାର ଆଶଙ୍କା ଥାଏ ।

ଅନ୍ୟପକ୍ଷରେ ଖାଦ୍ୟ ପାଖରେ ଅଲଗା ଲୁଣ ରଖି ଖାଇବା ଦ୍ବାରା ହୃଦ୍‌ରୋଗ, କିଡ୍‌ନୀ ରୋଗ ହେବାର ଆଶଙ୍କା ଥାଏ । ରନ୍ଧା ଖାଦ୍ୟ ଉପରେ ଲୁଣ ଛିଞ୍ଚି ଖାଇଲେ ବଦହଜ୍‌ମୀ ଆଶଙ୍କା ଅଧିକ ଥାଏ । ଏଣୁ ସମୟ ପୂର୍ବରୁ ସଚେତନ ହୁଅନ୍ତୁ, ଏଭଳି ଅଭ୍ୟାସଠୁ ଦୂରେଇ ରୁହନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+