Uric Acid: ୟୁରିକ୍ ଏସିଡ୍ ବଢିବାର କାରଣ

Uric Acid: ସଠିକ୍ ସମୟରେ ଯଦି 'ୟୁରିକ୍ ଏସିଡ୍'କୁ କଣ୍ଟ୍ରୋଲ ନ କରାଯାଏ, ତେବେ ଏହା ବିପଜ୍ଜନକ ହୋଇଯାଏ । ଚାଲନ୍ତୁ ଜାଣିବା କେଉଁ ଡାଲି ଖାଇଲେ Uric Acid ବଢିଥାଏ । ଯଦି ଆପଣ 'ୟୁରିକ୍ ଏସିଡ୍' ର ବଢୁଥିବା ସ୍ତରକୁ ଠିକ୍ ସମୟରେ ନିୟନ୍ତ୍ରଣ ନ କରନ୍ତି ତେବେ ଏହା ପରବର୍ତ୍ତୀ ସମୟରେ ଅନେକ ବିପଜ୍ଜନକ ରୋଗର ରୂପ ନେଇଥାଏ । ୟୁରିକ୍ ଏସିଡ୍ ଯେତେବେଳେ ଠିକ୍ ଭାବେ ୟୁରିନକୁ ଶୁଦ୍ଧ କରିପାରେ ନାହିଁ ସେତେବେଳେ ୟୁରିକ୍ ଏସିଡରେ ଲେବଲ୍ ବୃଦ୍ଧି ପାଇଥାଏ । ଏହି କାରଣରୁ କିଡନୀ ପଥର ଭଳି ସମସ୍ୟା ଦେଖାଦେଇଥାଏ ।

uric acid

ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ମଦ, ହାଇ ପ୍ରୋଟିନଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଉଚିତ ଏବଂ ଅଧିକ ପାଣି ପିଇବା ଉଚିତ୍ । ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ପାଇବା ଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ହେବା ସବ ଗଣ୍ଠିରେ ଫୁଲା, ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଏବଂ ଦୁର୍ବଳତା ଅନୁଭବ ହୋଇଥାଏ । ଏହି ସମସ୍ୟା ଧିରେ ବଢିବାରେ ଲାଗିଥାଏ ।

ହରଡ ଡାଲି, ରାଜମା, କାବୁଲି ଚଳା ପରି ଡାଲିରେ ପ୍ୟୁରିନ୍ ଅଧିକ ରହିଥାଏ । ଏହା ୟୁରିକ୍ ଏସିଡ ସ୍ତର ବଢାଇଥାଏ । ସେହିପରି କର୍କଟ ରୋଗ ହେଲେ ମଧ୍ୟ ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ପାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+