Get Updates
Get notified of breaking news, exclusive insights, and must-see stories!

ଗଣେଶ ପୂଜାରେ ଦୁର୍ଲ୍ଲଭ ଯୋଗ ; ଏହି ୫ ରାଶିଙ୍କ ଉପରେ ହେବ ଧନ ବର୍ଷା, ମିଳିବ

ଚଳିତ ବର୍ଷ ଗଣେଶ ଚତୁର୍ଥୀ ପର୍ବ ୨୭ ଅଗଷ୍ଟରେ ପାଳନ କରାଯିବ । ଏହି ଦିନ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା ସହ ବେଶ ଧୂମଧାମରେ ପ୍ରଭୁଙ୍କ ପୂଜା ଉତ୍ସବ ପାଳନ କରାଯାଏ । ଜ୍ୟୋତିର୍ବିଦ୍‌ଙ୍କ ମତାନୁସାରେ ଏହି ଦିନ ଗଣେଶ ଚତୁର୍ଥୀ ପର୍ବ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଚଳିତ ବର୍ଷ ସର୍ବାର୍ଥ ସିଦ୍ଧି ଯୋଗ, ରବି ଯୋଗ, ବ୍ରହ୍ମ ଯୋଗ, ଇନ୍ଦ୍ର ଯୋଗ, ପୁଷ୍କର ଯୋଗ ଓ ପ୍ରୀତି ଯୋଗ ହେବାକୁ ଯାଉଛି । ଏହା ବ୍ୟତୀତ ଏହି ସମୟରେ ବୁଧ ମଧ୍ୟ ସିଂହ ରାଶିରେ ଚଳନ କରିବେ । ଏହି ବିଶେଷ ସଂଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଧନ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

ମେଷ- ଅଟକି ଥିବା କାମ ପୂରଣ ହେବ । ଦାମ୍ପତ୍ୟ ଜୀବନ ଓ ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ମଧ୍ୟ ସଫଳତା ହାସଲ କରିବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ମନୋମାଳିନ୍ୟ ଦୂର ହେବ ।

Rare Yoga in Ganesh Puja These 5 zodiac signs will receive wealth and prosperity

ସିଂହ- ଧନ ଲାଭର ଯୋଗ ରହିଛି । ବିଦେଶ ଯାତ୍ରାର ଯୋଗ ରହିଛି । ଚାକିରି କ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ରହିବ ।

ତୁଳା- ଆର୍ଥିକ ସ୍ଥିତି ମଜଭୁତ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭାଗ୍ୟର ସାଥ୍‌ ମିଳିବ । ଅତ୍ୟନ୍ତ ଶୁଭଫଳ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ ।

କୁମ୍ଭ- ଆୟରେ ବୃଦ୍ଧି ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ । ଧନ ଲାଭର ଯୋଗ ରହିଛି । ମାନ-ସମ୍ମାନ ବୃଦ୍ଧି ହେବ । ସଫଳତା ମିଳିବାର ନୂଆ ରାସ୍ତା ଖୋଲିବ ।

ମୀନ- ଭାଗ୍ୟର ସାଥ୍‌ ମିଳିବ । ପରିଶ୍ରମର ଫଳ ମିଳିବ । ବ୍ୟବସାୟରେ ବଡ ଲାଭ ହେବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+