Get Updates
Get notified of breaking news, exclusive insights, and must-see stories!

ଚନ୍ଦ୍ରଗ୍ରହଣ ପରେ ଗର୍ଭବତୀ ମହିଳାମାନେ ଦାନ କରନ୍ତୁ ଏହି ସାମଗ୍ରୀ, ଶିଶୁ ଉପରେ ପଡିବ ଭଲ ପ୍ରଭାବ

Chandra Grahan 2023: ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମଇ ୨୦୨୩ ଶୁକ୍ରବାର ଦିନ ଲାଗିବା ପାଇଁ ଯାଉଛି । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ମାସରେ ଲାଗିସାରିଛି । ଚନ୍ଦ୍ରଗ୍ରହଣ ସମୟରେ ସମସ୍ତେ ଯତ୍ନ ନେବା ଉଚିତ୍, କିନ୍ତୁ ଗର୍ଭବତୀ ମହିଳାମାନେ ନିଜର ଅଧିକ ଯତ୍ନ ନେବା ଉଚିତ୍ । ଚନ୍ଦ୍ରଗ୍ରହଣର ସୂତକ କାଳ ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ । ଚନ୍ଦ୍ରଗ୍ରହଣର ଛାୟା ମା'ଓ ଶିଶୁର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।

  • ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଘରୁ ବାହାରକୁ ଆସିବା ଉଚିତ୍ ନୁହେଁ। ଗର୍ଭବତୀ ମହିଳାମାନେ ଘରେ ରହି ନିଜର ଯତ୍ନ ନେବା ଉଚିତ୍ ।
  • ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ରୋଷେଇ କରିବା ଏବଂ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। କୌଣସି ତୀକ୍ଷଣ ବସ୍ତୁର ବ୍ୟବହାର କରନ୍ତୁ ନାହିଁ । ଛୁରୀ-କଇଞ୍ଚି ପରି ଜିନିଷ ବ୍ୟବହାର କରନ୍ତୁ ନାହିଁ ।
lunar eclipse 2023
  • ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଉଚିତ୍ ନୁହେଁ । ଏହି ସମୟରେ ସିଧା ବସି ଭଗବାନଙ୍କ ନାମ ଜପ କରିବା ଉଚିତ୍, କିମ୍ବା ମନ୍ତ୍ର ଜପ କରିବା ଉଚିତ୍ । ଚନ୍ଦ୍ରଗ୍ରହଣ ସମୟରେ ଫୋନ୍ ବ୍ୟବହାର କରିବା ମଧ୍ୟ ଉଚିତ୍ ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ପିଲା ଉପରେ ଖରାପ ପ୍ରଭାବ ପଡିଥାଏ ।
  • ଗର୍ଭବତୀ ମହିଳାମାନେ ଏହି ସମୟରେ ଚନ୍ଦ୍ରକୁ ଦେଖିବା ଅନୁଚିତ୍, ଏପରି କରିବା ଉଭୟ ମା ଏବଂ ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।
lunar eclipse
  • ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଗର୍ଭବତୀ ମହିଳାମାନେ ଗଙ୍ଗା ଜଳରେ ସ୍ନାର କରିବା ଉଚିତ୍ । ଏହା ସହିତ କିଛି ଧଳା ସାମଗ୍ରୀର ଦାନ କରିବା ଶୁଭ ମନେ କରାଯାଏ । ଚିନି, ମଇଦା, କ୍ଷୀର ଦାନ କରିପାରିବେ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+