Pitru Sadha: ପିତୃପକ୍ଷ ଶ୍ରାଦ୍ଧରେ କାଉକୁ ଭୋଜନ କାହିଁକି କରାଯାଇ ଥାଏ ଏବଂ କଣ ରହିଛି ଏହାର ମହତ୍ୱ

ପିତୃପକ୍ଷ ଶ୍ରାଦ୍ଧ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରହୁଛି, ଏହିଦିନ ପର୍ଯ୍ୟନ୍ତ ପିଣ୍ଡଦାନ ସହିତ ଦାନ ପୁଣ୍ୟ କରି ପିତୃପୁରୁଷ ଙ୍କୁ ସନ୍ତୁଷ୍ଟ ରଖାଯାଇ ଥାଏ । ଶ୍ରାଦ୍ଧ ପକ୍ଷ ପୂର୍ବଜ ଙ୍କ ଋଣ ସୁଝାଇବାର ସମୟ ଅଟେ । ମାନ୍ୟତା ରହିଛି ଏହି ସମୟ ରେ ପୂର୍ବଜଙ୍କ ମୃତ୍ୟୁ ତିଥି ଅନୁସାରେ ଶ୍ରାଦ୍ଧ ଦିଆଯାଇ ଥାଏ l ଯାହାଦ୍ୱାରା ଘର ପରିବାର ରେ ସୁଖ ସମୃଦ୍ଧିର ବାସ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଶ୍ରାଦ୍ଧ ପକ୍ଷରେ କାଉ ଙ୍କୁ ଭୋଜନ କରାଇବାର ବିଶେଷ ବିଧି ରହିଛି l ପିତୃ ପୁରୁଷ ଙ୍କୁ ଅର୍ପଣ ହେଉଥିବା ଭୋଜନ ରେ ପଂଚବଳି ଭୋଗ ବାହାର କରିବା ଜରୁରୀ ଅଟେ l ଯାହାକି କାଉ, ଗାଈ, କୁକୁର, ପିମ୍ପୁଡି ଓ ଦେବତାଙ୍କୁ ସମର୍ପିତ ଅଟେ l ଗରୁଡ଼ ପୁରାଣ ଅନୁସାରେ କାଉ କୁ ଯମରାଜା ଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଇ ଥାଏ l ମାନ୍ୟତା ରହିଛି ଯେ କାଉ କୁ ଭୋଜନ କରାଇବା ଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ l

Pitru Sadha

ଗରୁଡ଼ ପୁରାଣ ରେ କୁହାଯାଇଛି ଯେ କାଉ କୁ ଯମରାଜା ଙ୍କ ବରଦାନ ମିଳିଥିଲା କି କାଉ କୁ ଦିଆଯାଉଥିବା ଭୋଜନ ପିତୃ ପୁରୁଷ ଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ l ଏବଂ ପୂର୍ବ ପୁରୁଷ ଙ୍କ ଆତ୍ମା କୁ ମଧ୍ୟ ଶାନ୍ତି ମିଳିଥାଏ l ଯେତିକି ଗୁରୁତ୍ୱପୂର୍ଣ ବ୍ରାହ୍ମଣ ଭୋଜନ ହୋଇଥାଏ ସେତିକି ଗୁରୁତ୍ୱପୂର୍ଣ କାଉ ଙ୍କୁ ଭୋଜନ କରାଇବା ହୋଇଥାଏ l ଯଦି ପିତୃ ପୁରୁଷ ଙ୍କୁ ଭୋଜନ ଅର୍ପଣ କରିବା ସମୟ ରେ ଯଦି କାଉ ଭୋଜନ ଉପରେ ବସିଥାଏ ତେବେ ତାହା ସୂଚେଇ ଦେଇଥାଏ ଯେ ପିତୃ ପୁରୁଷ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+