ରିଲିଜ ହେବ ଓଡ଼ିଆ ଫିଲ୍ମ 'ସନାତନୀ'; ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି
ଦ୍ବନ୍ଦ୍ବ ହଟିଲା । ରିଲିଜ ହେବ ଓଡ଼ିଆ ଫିଲ୍ମ 'ସନାତନୀ'। ଫିଲ୍ମ ରିଲିଜ ଉପରେ ରୋକ୍ ଲଗାଇଲେନି ହାଇକୋର୍ଟ। ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ। ରିଲିଜ ପରେ ଆପତ୍ତିଜନକ ବିଷୟବସ୍ତୁ ଥିଲେ ପୁନଃବିଚାର ନିର୍ଦ୍ଦେଶ।
ପୁନଃବିଚାର କରିବାକୁ ସେନସର୍ ବୋର୍ଡକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି। ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିଲା।













Click it and Unblock the Notifications