ବେଶୀ ନୁହେଁ ବାସ ଗୋଟାଏ ମାସ ଡାଇବେଟିସ ରୋଗୀ ଖାଆନ୍ତୁ ଏହି ସବୁ ପତ୍ର, ଯିବାକୁ ପଡ଼ିବନି ମେଡିକାଲ

ଆଧୁନିକ ସମୟରେ, ଲୋକମାନେ ଡାଇବେଟିସ୍ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡାଇବେଟିସ୍ ଏକ ସମସ୍ୟା, ଯେଉଁଥିରେ ବ୍ଲଡରେ ସୁଗାର ପରିମାଣ ବହୁତ ବଢ଼ିବାକୁ ଲାଗେ । ଡାଇବେଟିସ୍ ନିୟନ୍ତ୍ରଣ ପାଇଁ କେବଳ ଔଷଧ ନୁହେଁ ବରଂ ପ୍ରାକୃତିକ ଉପଚାର ମଧ୍ୟ ବ୍ୟବହାର କରାଯିବା ଉଚିତ। ଯାହା ସାହାଯ୍ୟରେ ଡାଇବେଟିସ୍ ବା ମଧୁମେହକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ। ଜାଣନ୍ତୁ ଏ ବିଷୟରେ...

diabetic

ବେଲପତ୍ର - ବ୍ଲଡରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ବେଲପତ୍ର ଖାଆନ୍ତୁ। ଏହା ଅଗ୍ନାଶୟକୁ ସକ୍ରିୟ କରିଥାଏ ଏବଂ ବ୍ଲଡରେ ସୁଗାର ସ୍ତରକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ ।

ତୁଳସୀ ପତ୍ର - ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଗ୍ଲୁକୋଜ୍ ମେଟାବୋଲିଜିମ୍ ଉନ୍ନତ କରେ ।

ଜାମୁପତ୍ର - ଜାମୁ ପତ୍ରରେ ଜାମ୍ବୋଲିନ୍ ଏବଂ ଜାମ୍ବୁସିନ୍ ନାମକ ତତ୍ତ୍ୱ ଥାଏ, ଯାହା ବ୍ଲଡରେ ସୁଗାରକୁ ନିୟନ୍ତ୍ରଣ କରିପାରେ। ପ୍ରତିଦିନ ସକାଳେ ଖାଲି ପେଟରେ ଏହାକୁ ଚୋବାନ୍ତୁ, ଏହା ସୁଗାରକୁ ନିୟନ୍ତ୍ରଣ କରିପାରିବ।

ନିମ ପତ୍ର - ନିମର ତିକ୍ତତା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ଏବଂ ପ୍ରାକୃତିକ ଭାବରେ ବ୍ଲଡରେ ସୁଗାରକୁ ନିୟନ୍ତ୍ରଣ କରେ।

ଭୃସଙ୍ଗ ପତ୍ର - ଏହି ପତ୍ର ଖାଇବା ଦ୍ୱାରା ଆପଣ ସୁଗାରକୁ ବହୁତ ପରିମାଣରେ ନିୟନ୍ତ୍ରଣ କରିପାରିବେ। ଏହା ଇନସୁଲିନର କାର୍ଯ୍ୟକୁ ଉନ୍ନତ କରେ ଏବଂ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରେ।

ପ୍ରତିଦିନ ଘରୋଇ ଉପଚାର ଭାବେ ଏହି ପତ୍ରଗୁଡ଼ିକୁ ଖାଇବା ନିଶ୍ଚିତ ଦେହ ପକ୍ଷେ ହିତକାରକ । ମାତ୍ର ଆପଣଙ୍କ ଶରୀରର ରୋଗ ସମ୍ବନ୍ଧୀୟ ପରିସ୍ଥିତି ଦେଖି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+