ଅମୃତ ଭଣ୍ତା ସହ ଖାଆନ୍ତୁ ନାହିଁ ଏହି ଫଳ, ହୋଇଯିବ ବିଷାକ୍ତ !

ଭୁବନେଶ୍ୱର: ଅମୃତ ଭଣ୍ତା ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ । ଅନେକ ଲୋକ ଡାଏଟ୍ କରିବା ସମୟରେ ବା ପ୍ରତ୍ୟେକ ଦିନ ଖାଦ୍ୟରେ ଅମୃତ ଭଣ୍ତା ସାମିଲ କରିବା ପସନ୍ଦ କରନ୍ତି । ତେବେ ଆପଣ ମଧ୍ୟ ଯଦି ପ୍ରତିଦିନ ଅମୃତ ଭଣ୍ତା ଖାଉଛନ୍ତି ତେବେ ଧ୍ୟାନ ରଖନ୍ତୁ କିଛି କିଛି ଛୋଟ କଥାର ।

ଅମୃତ ଭଣ୍ତା ଆମ ଶରୀରକୁ ଅନେକ ରୋଗ ଏବଂ ସଂକ୍ରମଣରୁ ରକ୍ଷା କରିଥାଏ । ଅନେକ ଲାଭ ସତ୍ତ୍ୱେ ବେଳେ ଏହା ବିଷାକ୍ତ ମଧ୍ୟ ହୋଇଯାଇଥାଏ । ଯଦି ଆପଣ ଅମୃତ ଭଣ୍ତା ସହିତ କିଛି ଅନ୍ୟ ଫଳ ମିଶାଇ ଖାଉଛନ୍ତି ତେବେ ଏହା ଆପଣଙ୍କ ପ୍ରତି କ୍ଷତିକାର ହୋଇପାରେ । ତେବେ ଆସନ୍ତୁ ଜାଣିବା ଅମୃତ ଭଣ୍ତା ସହିତ କ'ଣ ଖାଇବା ଉଚିତ୍ ନୁହେଁ ।

Papaya

ଲେମ୍ବୁ

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଲେମ୍ବୁ ଏବଂ ଅମୃତଭଣ୍ତା ଉଭୟ ହିଁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କିନ୍ତୁ ଭୁଲରେ ଏହାକୁ ଏକାଠି ଖାଆନ୍ତୁ ନାହିଁ । ଯଦି ଆପଣ ଅମୃତଭଣ୍ତାକୁ ସାଲାଡ ଭାବରେ ସେଥିରେ ଲେମ୍ବୁ ମିଶାଇ ଖାଉଛନ୍ତି ତେବେ ଏହା ବିଷାକ୍ତ ଖାଦ୍ୟରେ ପରିଣିତ ହୋଇଥାଏ । ଏହା ମନୁଷ୍ୟ ଶରୀରର ହିମୋଗ୍ଲୋବିନର ସ୍ତରକୁ କମ୍ କରିଥାଏ । ଯାହା ଫଳରେ ରକ୍ତହୀନତାର ଶିକାର ହେବା ପାଇଁ ପଡିଥାଏ ।

କମଳା
ଲେମ୍ବୁ ପରି କମଳା ମଧ୍ୟ ଏକ ଖଟା ଫଳ । କମଳା ଏବଂ ଅମୃତ ଭଣ୍ତାକୁ ଏକାଠି ଖାଇବା ଅନୁଚିତ୍ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିଥାଏ । ଫୁଡ୍ ପଏଜନର ଶିକାର ହେବା ପାଇଁ ପଡିଥାଏ ।

କଦଳୀ
ପୁଷ୍ଟିକର ଫଳ ମଧ୍ୟ କଦଳୀ ଅନ୍ୟତମ । ହେଲେ କଦଳୀ ଏବଂ ଅମୃତଭଣ୍ତାକୁ ଏକାଠି ଖାଇବା ଉଚିତ ନୁହେଁ । ଉଭୟ ଏକାଠି ଖାଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ ।

କ୍ଷୀର
ଅମୃତ ଭଣ୍ତାରେ ପେପନ୍ ନାମକ ଏଞ୍ଜାଇମ୍ ରହିଥାଏ । ଯାହା ଶରୀରରେ କ୍ଷୀରରେ ଥିବା ପ୍ରୋଟିନ୍ ଯୋଗାଇଥାଏ । କ୍ଷୀର ଓ ଅମୃତ ଭଣ୍ତା ଏକାଠି ଖାଇବା ଦ୍ୱାରା ହଜର କରିବା କଷ୍ଟକର ହୋଇ ପଡିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+