ବକ୍ସ ଅଫିସରେ ଧମାଲ କରୁଛି ମହାବତାର ନରସିଂହ, ଆୟ କଲା ୧୦୦ କୋଟି

ଫିଲ୍ମ ମହାବତାର ନରସିଂହ ହୋମ୍ବଲେ ଫିଲ୍ମସ ଦ୍ବାରା ତିଆରି କରାଯାଇଛି । ଯାହାକି ବକ୍ସ ଅଫିସରେ ଧମାଲ ସଷ୍ଟି କରିଛି । ଏହି ଫିଲ୍ମ ହେଉଛି ଦେଶର ପ୍ରଥମ ଆନିମେସନ ଫିଲ୍ମ । ଯାହାକି ରୋଜଗାର କରିଛି ୧୦୦ କୋଟି । ତେବେ ଏହି ଫିଲ୍ମକୁ ନେଇ ବିବାଦ ହୋଇଥିଲା । କିନ୍ତୁ ବିବାଦ ପରେ ଏହି ପିଲ୍ମଟି ପରି ଶେଷରେ ରିଲିଜ୍ ହୋଇଛି । ତେବେ ଫିଲ୍ମକୁ ଦେଖିବାକୁ ଗଲେ ତତୀୟ ସପ୍ତାହରେ ଏହାର ଗତି କମିନାହିଁ ।

ମହାବତାର ନରସିଂହ ପ୍ରଥମ ହିନ୍ଦୀ ଆନିମେଟେଡ୍ ସିନେମା ପାଲଟିଛି ଯାହା ଭାରତୀୟ ଘରୋଇ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଆୟ କରିଛି । ଏହି ସିନେମାର ହିନ୍ଦୀ ସଂସ୍କରଣ ୧୬ ଦିନ ମଧ୍ୟରେ ୧୦୭.୬୫ କୋଟି ଟଙ୍କା ରୋଜଗାର କରିଛି ।

Mahaabatara Narasimha is doing great at the box office

ବିଜୟ ରାଜ୍ ଓ ପ୍ରୀତି ଝାଙ୍ଗିଆନି ଫିଲ୍ମ ଉଦୟପୁର ଫାଇଲ୍,ସ ଅଗଷ୍ଟ ୮ ରେ ରିଲିଜ ହୋଇଥିଲା । ଏହି ଫିଲ୍ମର ନିର୍ଦ୍ଦଶକ ହେଉଛନ୍ତି ଭାରତ ଏସ.ଶ୍ରୀନାଥ ଏବଂ ଜୟନ୍ତ ସିହ୍ନା । ରାଜସ୍ଛାନରେ ରହୁଥିବା କହ୍ନେୟା ଲାଲଙ୍କ ଉପରେ ଏହି ପିଲ୍ମଟି ଆଧାରିତ ହୋଇଛି ।

୨୦୨୨ ରେ କହ୍ନେୟା ଙ୍କ ଦୋକାନରେ ପଶି ତାଙ୍କୁ ୨ ଜଣ ହତା କରିଥିଲେ । ଏହି ଭୂମିକାରେ ବିଜୟ ଲାଲ କହ୍ନେୟା ଭାବରେ ଅଭିନୟ କରିଛନ୍ତି । ତେବେ ଏହି ଫିଲ୍ମକୁ ନେଇ ବିବାଦ ହୋଇଥିଲେ ସୁଦ୍ଧା ଏହା ସର୍ତ ସହିତ ରିଲିଜ ହୋଇଥିଲା । ଏହି ଫିଲ୍ମଟି ପ୍ରଥମ ଦିନରେ ୨୭ ଲକ୍ଷ ଆୟ କରିବାରେ ସଫଳ ହୋଇଛି ।

ଅଶ୍ବିନ କୁମାରଙ୍କ ନିର୍ଦେଶିତ ଆନିମେସନ ଫିଲ୍ମ ମହାବତାର ନରସିଂହ ର ଆୟ ସମସ୍ତଙ୍କୁ ଚକିତ କରିଦେଇଛି । ମାତ୍ର ୪୦ କୋଟି ବଜେଟ୍ ରେ ତିଆରି କରାଯାଇଛି ଏହି ଫିଲ୍ମ । ଏକ ରିପୋର୍ଟ ଅନୁସାରେ ମହାବତାର ନରସିଂହ ଏହାର ତତୀୟ ଶୁକ୍ରବାର ସାରା ଦେଶରେ ୮.୦୦ କୋଟି ଠଙ୍କା ଆୟ କରିଛି । ୧୫ ଦିନରେ ଫିଲ୍ମଟି ଦେଶରେ ୧୨୬.୨୫ କୋଟି ଟଙ୍କାର ଏକ ବବସାୟ କରିବାରେ ସଫଳ ହୋଇଛି ।

ଫିଲ୍ମଟି ପୂର୍ବରୁ ୧୦୭.୬୫ କୋଟି ଟଙ୍କା ରୋଜଗାର କରି ସାରିଛି ଏବଂ ଆଗାମୀ ଚାରି ଦିନ ପାଇଁ କିଛି ବଡ଼ ଆୟ ନାହିଁ, ତେଣୁ ଫିଲ୍ମଟି ଏହାର ଭଣ୍ଡାରରେ ଆହୁରି ୨୦-୨୫ କୋଟି ଟଙ୍କା ଯୋଗାଡ଼ ଉଚିତ। ବର୍ତ୍ତମାନ ସିନେମାର ମୋଟ କଲେକ୍ସନ ୧୪୫ କୋଟି ଟଙ୍କାରେ ପହଞ୍ଚିଛି, ଏବଂ ସୃଷ୍ଟି ହୋଇଥିବା ଚର୍ଚ୍ଚା ସହିତ, ଏହା ଆଗାମୀ ସପ୍ତାହଗୁଡ଼ିକରେ ୨୦୦ କୋଟି ଟଙ୍କା ଅତିକ୍ରମ କରିବାକୁ ସକ୍ଷମ ହେବ। ତଥାପି, ଫିଲ୍ମଟି ଖୁବ୍ ଶୀଘ୍ର ରଜନୀକାନ୍ତଙ୍କ କୁଲି ଏବଂ ହ୍ରିତିକ୍ ରୋଶନ-ଜୁନିୟର ଏନଟିଆରଙ୍କ ୱାର୍ ୨ ସହିତ ପ୍ରତିଯୋଗିତା କରିବ, ଯାହା ଏହାର ବକ୍ସ ଅଫିସ୍ କଲେକ୍ସନକୁ ପ୍ରଭାବିତ କରିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+