ମାସକରେ କମିବ ଆପଣଙ୍କ ଓଜନ: ଆପଣାନ୍ତୁ ଏହି ସବୁ ଉପାୟ, ହେଳା କରନ୍ତୁନି

ଏକମାସରେ କମାଇ ପାରିବେ ନିଜ ଓଜନ । ଆଜ୍ଞା ହଁ, ମାସରେ କମିପାରେ ଓଜନ । ମାସକରେ କମାଇପରିବେ ୫ କେଜି । ତେବେ ସେଥିପାଇଁ ଆପଣଙ୍କୁ କିଛି ନିୟମ ଅବଲମ୍ବନ କରିବାକୁ ପଡ଼ିବ ।

ଯଦି ଆପଣଙ୍କର ଓଜନ ବୃଦ୍ଧି ପାଉଛି । ସେଥିପାଇଁ ଆପଣଙ୍କୁ କିଛି ନିୟମ ମାନିବାକୁ ପଡ଼ିବ । ଏହି ଓଜନ ବୃଦ୍ଧି ପାଇବା ପାଇଁ ଅନେକ ପ୍ରମୁଖ ପଦକ୍ଷେପ ଅବଲମ୍ବନ କରିବାକୁ ପଡ଼ିବ । ଅସ୍ୱାସ୍ଥ୍ୟକର ଅଭ୍ୟାସ, ଜୀବନଶୈଳୀ ଓ ଚାପ ଦ୍ଵାରା ଓଜନ ବଢ଼ୁଥାଇପାରେ ।

ତେବେ ଏହି ସବୁ ଡାଏଟ୍ କଲେ ଆପଣଙ୍କ ଓଜନ କମିପାରିବ ।

ପ୍ରଥମ ସପ୍ତାହରେ
ଜଳଖିଆ: ଇଡଲୀ, ୪ ବାଦାମ ଓ ଗ୍ରୀନ୍ ଟି ଆଉ କିଛି ଫଳ ଖାଆନ୍ତୁ।
ମଧ୍ୟାହ୍ନ ଭୋଜନ: ଡାଲି ଓ ରୁଟି
ସନ୍ଧ୍ୟା : ମୁଙ୍ଗ୍ ଡାଲ୍ ସ୍ପ୍ରୁଟ୍ ଖାଇପାରିବେ
ରାତ୍ରୀ ଭୋଜନ: ପନିପରିବା, ଦହି ଓ ସାଲାଡ ସହିତ ୨ ରୁଟି

ଦ୍ୱିତୀୟ ସପ୍ତାହରେ
ସକାଳେ ଉଠି ମେଥି ପାଣି ପିଅନ୍ତୁ
ଜଳଖିଆ: ମୁଙ୍ଗ୍ ଡାଲି ଛିଲା, ୪ଟି ବାଦାମ ଏବଂ ଗ୍ରୀନ୍ ଟି
ମଧ୍ୟାହ୍ନ ଭୋଜନ: ସାଲାଡ ଓ ପନିପରିବା ତରକାରୀ ସହ ୨ଟି ରୁଟି
ରାତ୍ରୀ ଭୋଜନ: ଛତୁ, ୨ଟି ରୋଟି ଓ ପାଳଙ୍ଗ

weight

ତୃତୀୟ ସପ୍ତାହ
ସକାଳେ ଉଠିବା ପରେ ଲେମ୍ବୁ ପାଣି ପିଅନ୍ତୁ
ଜଳଖିଆ: ଗୋଟିଏ କପ୍ ପନିପରିବା ଓଟସ୍, ୪ ବାଦାମ ଏବଂ ଗ୍ରୀନ୍ ଟି
ମଧ୍ୟାହ୍ନ ଭୋଜନ: ରାଜମା, ପଟେ ରୁଟି ଓ ଅଳ୍ପ ଭାତ ଓ ଦହି
ରାତ୍ରୀ ଭୋଜନ: ଡାଲ୍, ୨ଟି ରୁଟି ଏବଂ ସାଲାଡ୍

ଚତୁର୍ଥ ସପ୍ତାହ
ସକାଳେ ଉଠିବା ପରେ ଲେମ୍ବୁ ପାଣି ପିଅନ୍ତୁ
ଜଳଖିଆ: ଉପମା, ୨ଟି ବାଦାମ ଓ ଗ୍ରୀନ୍ ଟି
ମଧ୍ୟାହ୍ନ ଭୋଜନ: ସାଲାଡ ଏବଂ ପନିପରିବା ତରକାରୀ ସହ ୨ ରୋଟି
ରାତ୍ରୀ ଭୋଜନ: ଡାଲି, ୧ଟି ରୋଟି, ଏବଂ ପନିପରିବା

ତେବେ ଏହି ସବୁ ଖାଦ୍ୟ ଖାଇଲେ ଆପଣଙ୍କ ଓଜନ କମିପାରିବ । ଏହି ଖାଦ୍ୟ ସବୁ ସ୍ବାସ୍ଥ୍ୟ ପାଇଁ ଭଲ । ଏହା ସହ ନିତିଦିନ ବ୍ୟାୟମ କରିବାକୁ ପଡ଼ିବ । ଯାହା ଶରୀର ପାଇଁ ନିହାତି ଆବଶ୍ୟକ । ଏହା ସହ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ଯାହାଦ୍ବାରା ଆପଣଙ୍କ ମୋଟାପା କମିପାରେ ।

ଏହି ସବୁ ଅନ୍ୟାନ୍ୟ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ସକାଳୁ ଓ ସନ୍ଧ୍ୟାରେ ଯୋଗ କରିବାକୁ ପଡ଼ିବ । ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ମନ ପ୍ରଫୁଲ୍ଲ ରଖିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+