Christmas 2022: ଖ୍ରୀଷ୍ଟମାସ ଦିନ ଜାଳନ୍ତୁ ରଙ୍ଗୀନ୍ ମହମବତୀ, ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ
Christmas 2022: ଖ୍ରୀଷ୍ଟମାସ ଦିନ ଜାଳନ୍ତୁ ରଙ୍ଗୀନ୍ ମହମବତୀ, ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ
Christmas 2022: ଖ୍ରୀଷ୍ଟମାସ ହେଉଛି ଖ୍ରୀଷ୍ଟିଆନମାନଙ୍କର ସବୁଠାରୁ ବଡ଼ ପର୍ବ । ଡିସେମ୍ବରରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ ବୋଲି ମାନ୍ୟତା ରହିଛି । ଏହି ପର୍ବ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ପାଳନ କରାଯାଏ । ମାନ୍ୟତା ରହିଛି ଯେ ମେଣ୍ଢା ଶାଳରେ ଜନ୍ମ ନେଇଥିବା ପ୍ରଭୁ ଯୀଶୁ ସମାଜକୁ ପ୍ରେମ ଏବଂ ମାନବିକତାର ଶିକ୍ଷା ଦେଇଥିଲେ । ପ୍ରେମ ଏବଂ ଭାଇଚାରାର ମହତ୍ୱ ସେ ବୁଝାଇଥିଲେ । ତେବେ ଏହି ପର୍ବରେ ମହମବତୀର ବିଶେଷ ମହତ୍ତ୍ୱ ରହିଛି । ଖ୍ରୀଷ୍ଟମାସର ରଙ୍ଗୀନ ମହମବତୀ ଜୀବନରେ ସୁଖ ଏବଂ ସଫଳତାର ପ୍ରତୀକ ଅଟେ ।


ଧଳା ମହମବତୀ - ଖ୍ରୀଷ୍ଟମାସରେ ମହମବତୀ ଜାଳି ଭକ୍ତମାନେ ପ୍ରଭୁ ଯୀଶୁଙ୍କଠାରୁ ନିଜ ଜୀବନରେ ସୁଖ-ସମୃଦ୍ଧିର ପ୍ରାର୍ଥନା କରିଥାନ୍ତି । ଧଳା ରଙ୍ଗର ମହମବତୀ ଲକ୍ଷ୍ୟ ହାସଲ କରିବାରେ ଏବଂ ଜୀବନରେ ସଫଳତା ମଧ୍ୟ ଭରି ଦେଇଥାଏ । ଏହା ଶାନ୍ତି ଏବଂ ସୁଖର ମଧ୍ୟ ପ୍ରତିକ ।

ଲାଲ୍ ମହମବତୀ - ନାଲି ରଙ୍ଗ ହେଉଛି ଅଗ୍ନିର ପ୍ରତୀକ, ଜୀବନରେ ଖ୍ୟାତି ଏବଂ ଗୌରବ ପାଇବା ପାଇଁ ଏହି ରଙ୍ଗର ମହମବତୀ ଖ୍ରୀଷ୍ଟମାସ ଦିନ ଜାଳିଲେ ସୁଫଳ ମିଳିଥାଏ ।














Click it and Unblock the Notifications