ଖାଲି ଓୌଷଧ ନୁହେଁ ଅଶ୍ୱଗନ୍ଧା, ଆପଣଙ୍କ ମନ ଉପରେ ମଧ୍ୟ ପକାଇଥାଏ ପ୍ରଭାବ

ଅଶ୍ୱଗନ୍ଧା ଏକ ଲୋକପ୍ରିୟ ଔଷଧ । ଏଥିରେ ଥିବା ଔଷଧୀୟ ଗୁଣ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ।

ଅଶ୍ୱଗନ୍ଧା ଏକ ଲୋକପ୍ରିୟ ଔଷଧ। ଯାହାକି ଆୟୁର୍ବେଦରେ ଦୀର୍ଘ ଦିନ ଧରି ବ୍ୟବହୃତ ହୋଇଆସୁଛି। ଏଥିରେ ଥିବା ଔଷଧୀୟ ଗୁଣ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଅଶ୍ୱଗନ୍ଧା ଆପଣଙ୍କ ଶରୀର ଚାପକୁ ଭଲ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିଥାଏ। ଖାଲି ସେତିକି ନୁହେଁ ଆପଣଙ୍କ ଶରୀର ଏବଂ ମନ ପାଇଁ ଅନ୍ୟାନ୍ୟ ଉପାୟରେ ଲାଭଦାୟକ ହୋଇଥାଏ। ଆପଣଙ୍କ ମନକୁ ପ୍ରଫୁଲ୍ଲ ରଖିଥାଏ ।
-ଅଶ୍ୱଗନ୍ଧା ପତ୍ର ଏବଂ ଏହାର ମୂଳ ସାଧାରଣତଃ ବ୍ୟବହୃତ ହୋଇଥାଏ। ପତ୍ରକୁ ଚା'ରେ ବ୍ୟବହାର କରାଯାଏ।
-ଏହାର ମୂଳକୁ ଶୁଖାଯାଇ ପାଉଡର ଭାବରେ ନିଆଯାଏ। ଯାହାକି ଗଣ୍ଠି ଯନ୍ତ୍ରଣା ପାଇଁ ଏହା ଭଲ ଚିକିତ୍ସା ହୋଇଥାଏ।

ଅଶ୍ୱଗନ୍ଧା
-ଅଶ୍ୱଗନ୍ଧା ରକ୍ତ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲେସିରାଇଡ ସ୍ତରକୁ କମ୍ କରିଥାଏ।
-ମଧୁମେହ ରୋଗୀଙ୍କ ପାଇଁ ଅଶ୍ୱଗନ୍ଧା ଅତ୍ୟନ୍ତ ଲାଭଦାୟକ ଔଷଧ। ରକ୍ତରେ ଚିନି ସ୍ତର ଅଶ୍ୱଗନ୍ଧା ହ୍ରାସ କରିଥାଏ ବୋଲି ଅନେକ ଗବେଷଣାରୁ ଜଣାପଡିଛି।
-ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+