କମ୍ ବୟସରୁ ଧଳା ହେଉଛି କି କେଶ ? ଆପଣାନ୍ତୁ ଏହି ସବୁ ଟିପ୍ସ

କେଶର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ । ଆପଣ ଜାଣିଛନ୍ତି କି ଧଳା କେଶକୁ କଳା କରିବା ପାଇଁ ଦେଶୀ ଘିଅକୁ ବ୍ୟବହାର କରିପାରିବେ।

benefits of ghee for hair: ଆଜିକାଲି କମ୍ ବୟସରେ ପିଲାଙ୍କର କେଶ ଧଳା ହେଉଛି । ଏହା ବିଗତ ସମୟରେ ଚିନ୍ତାର କାରଣ ପାଲଟିଛି । ଏଥିପାଇଁ କିଛି ନିଜକୁ ଲଜ୍ଜିତ ମଧ୍ୟ ମନେ କରୁଛନ୍ତି । ଭୁଲ ଖାଦ୍ୟପେୟ, ପ୍ରଦୂଷଣ କାରଣରୁ ସାଧାରଣତଃ କମ ବୟସରେ କେଶର ରଙ୍ଗ ଧଳା ହୋଇଥାଏ ବୋଲି ସର୍ଭେ ରିପୋର୍ଟ କହିଛି । ଏଥିପାଇଁ କେଶର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ । ଆପଣ ଜାଣିଛନ୍ତି କି ଧଳା କେଶକୁ କଳା କରିବା ପାଇଁ ଦେଶୀ ଘିଅକୁ ବ୍ୟବହାର କରିପାରିବେ।

hair
  • - ଘିଅରେ ଅଳ୍ପ ବାଦାମ ତେଲ ମିଶାଇ କେଶ ମୂଳରେ ମାଲିସ କରନ୍ତୁ। ଏହାକୁ ୧୫ ମିନିଟ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ। ଏହା କରିବା ଦ୍ୱାରା କେଶ କଳା ଓ ନରମ ହୋଇଥାଏ।
  • - ପ୍ରଥମେ ଘିଅକୁ 10 ମିନିଟ କେଶ ମୂଳରେ ମାଲିସ କରନ୍ତୁ। ପରେ ଲେମ୍ବୁ ରସ ଲଗାଇ କିଛି ସମୟ ରଖନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ । ଏପରି କିଛି ଦିନ ଲଗାତାର କରିବା ଦ୍ୱାରା କେଶର ଧଳା ରଙ୍ଗ କଳା ହୋଇଥାଏ । ମସ୍ତିଷ୍କରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ ହୋଇଥାଏ ।
  • - ଲଗାତାର 15 ଦିନ କେଶ ମୂଳରେ ଦେଶୀ ଘିଅ ମାଲିସ କରିବା ଦ୍ୱାରା ଦୁଇ ମୁହଁ ବିଶିଷ୍ଟ କେଶ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
  • - କେଶରେ ଦେଶୀ ଘିଅ ବ୍ୟବହାର କରିବା ଦ୍ୱାରା କେଶ ମୂଳ ମଜଭୂତ ହୋଇଥାଏ। ସେହିପରି କେଶର ଚମକ ମଧ୍ୟ ବୃଦ୍ଧି ପାଇଥାଏ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+