ଗରମ ଚା’ ପିଉଛନ୍ତି କି? ପ୍ରତ୍ୟେକ ଦିନ ଏଭଳି କରିବା ଦ୍ୱାରା ...
ଭାରତରେ ଚା'ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ କରୁଥିବା ବେଳେ କେହି କେହି ଥଣ୍ଡା କରି ପିଇଥାନ୍ତି। ତେବେ କ'ଣ ଆପଣ ଜାଣନ୍ତି ଗରମ ଚା' ପିଇବା କେତେ କ୍ଷତିକାରକ? ଗରମ ଚା' ପିଇବା ଦ୍ୱାରା ଖାଦ୍ୟନଳୀରେ କ୍ୟାନ୍ସର ହୋଇଥାଏ। ଯଦି ଚା' ୭୫ ଡିଗ୍ରୀ ସେଲ୍ସିୟସ ଗରମ ଥାଏ ତେବେ ସେମାନଙ୍କଠାରେ ଏହି ରୋଗର ଆଶଙ୍କା ଅଧିକ। ତେଣୁ ଚା'କୁ କପ୍ରେ ୪ ମିନିଟ ରଖିବା ପରେ ପିଇବା ଉଚିତ।













Click it and Unblock the Notifications