ପ୍ରତ୍ୟେକ ଦିନ ଖାଦ୍ୟରେ ସାମିଲ କରନ୍ତୁ ଗୁଜୁରାତି, ଦୂର ହେବ ଏହି ସ୍ୱାସ୍ଥ୍ୟ ସମସ୍ୟା

Cardamom Health Benefits: ଗୁଜୁରାତରି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଏଥିରେ Phytochemical ଯେଉଁଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଥାଏ। ଏହା କ୍ୟାନ୍ସର ପରି ରୋଗ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ । ଗୁଜୁରାତରି ଖାଇବା ଦ୍ୱାରା ହାର୍ଟ ଏବଂ ମୁଖ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ।

ଗୁଜୁରାତରି ଏପରି ଏକ ମସଲା ଯାହାକୁ ଦୀର୍ଘଦିନ ହେବ ଲୋକ ମାନେ ରୋଷେଇ ଏବଂ ଔଷଧ ଭାବରେ ବ୍ୟବହାର କରିଆସୁଛନ୍ତି। ଲୋକେ ଗୁଜୁରାତିକୁ ତରକାରୀ, ମିଠା ଏବଂ ମାଂସ ଖାଦ୍ୟରେ ସେହିପରି ଚା'ରେ ମଧ୍ୟ ପକାଇବା ପସନ୍ଦ କରନ୍ତି । ଜଣେ ଦିନକୁ ୨ ରୁ ୩ଟି ଗୁଜୁରାତରି ଖାଇବା ଉଚିତ ଏହାଠୁ ଅଧିକ ଗୁଜୁରାତି ଖାଇବା ଉଚିତ ନୁହେଁ । କାରଣ ଏହା ଶରୀରକୁ ଗରମ କରିଥାଏ । ସକାଳେ ଖାଲି ପେଟରେ ଗୁଜୁରାତି ଖାଇଲେ ପେଟ ସଫା ରହିଥାଏ । ଖାଲି ପେଟରେ ପାଣି ସହିତ ଗୁଜୁରାତି ଖାଇବାର ଅନେକ ଲାଭ ରହିଛି ।

Include Cardamom in your daily diet

ସେହିପରି ଏହା ବଦହଜମୀ, ପେଟ ଫୁଲିବା, ଗ୍ୟାସ୍ ଏବଂ ଅନ୍ୟାନ୍ୟ ପେଟ ସମସ୍ୟାରୁ ମୁକ୍ତି ଦେଇପାରେ। ଏହା ପାକସ୍ଥଳୀରେ ଥିବା ଏନଜାଇମଗୁଡ଼ିକୁ ସକ୍ରିୟ କରିଥାଏ ଯାହା ହଜମରେ ସାହାଯ୍ୟ କରେ। ଗୁଜୁରାତରି ମଞ୍ଜି ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଶ୍ୱାସ ସତେଜ ହୋଇପାରେ ଏବଂ ମୁଖ ଦୁର୍ଗନ୍ଧ କିମ୍ବା ହାଲିଟୋସିସ୍ ଦୂର କରିବାରେ ସାହାଯ୍ୟ କରେ। ଏହା ମାଉଥ୍ ଫ୍ରେଶନର ଏବଂ ଚୁଇଙ୍ଗମ୍‌ରେ ମଧ୍ୟ ବ୍ୟବହାର କରାଯାଏ।

ସବୁଜ ଗୁଜୁରାତରି ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ। ଗୁଜୁରାତିରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ମୁକ୍ତ ରାଡିକାଲ୍ସର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ଆମେ ଗମ୍ଭୀର ଦୀର୍ଘକାଳୀନ ରୋଗରୁ ରକ୍ଷା କରିଥାଏ । କିଛି ଗବେଷଣାରୁ ଜଣାପଡିଛି ଯେ ଜୁରାତରି ରକ୍ତଚାପ କମାଇବା ଏବଂ କୋଲେଷ୍ଟ୍ରଲ ସ୍ତର ହ୍ରାସ କରି ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+