ସୁସ୍ଥ ରହିବାକୁ ଚାହୁଁଥିଲେ ଭୁଲରେ ବି ଡାଇବେଟିସ ରୋଗୀ ଖାଆନ୍ତୁ ନାହିଁ ଏହି ଡାଲି , ଜାଣନ୍ତୁ କାହିଁକି ?

ରୋଗରେ ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବା ଲାଗି ଅନେକ ଜିନିଷ କରିବାର ପରାମର୍ଶ ଦିଆଯାଇଥାଏ । ଏଥିରେ କିଛି ଡାଲି ମଧ୍ୟ ସାମିଲ ରହିଛି, ଯାହାକୁ ଖାଇବା ଦ୍ୱାରା ବ୍ଲଡ ସୁଗାର ବଢିପାରେ । ଏଥିପାଇଁ ଏହାଠାରୁ ଦୂରେଇ ରହିବା ଆବଶ୍ୟକ ।

pulses

କାବୁଲିବୁଟ: ଧଳା କାବୁଲିବୁଟ ବା ବଡ଼ ଚଣାଠାରୁ ଡାଇବେଟିସ୍ ରୋଗୀ ଦୂରେଇ ରହିବା ଆବଶ୍ୟକ । ଏହା ଅଧିକ କ୍ଷତିକାରକ ନୁହେଁ, କିନ୍ତୁ ଏହାକୁ ହଜମ କରିବା କଷ୍ଟ । ଏଥିରେ ଗ୍ୟାଷ୍ଟ୍ରିକ ଏବଂ ଏସିଡିଟି ହେବାର ସମସ୍ୟା ରହିଛି । ଏହାକୁ କମ ମାତ୍ରାରେ ଖାଇବା ଆବଶ୍ୟକ ।

ରାଜମା: ଡାଇବେଟିସର ରୋଗୀଙ୍କୁ ରାଜମାଠାରୁ ଦୂରେଇ ରହିବା ଆବଶ୍ୟକ । ଏଥିରେ ଅଧିକ କ୍ୟାଲୋରୀ ମିଳିଥାଏ । ଏହା ସୁଗାର ଲେବଲକୁ ବଢାଇପାରେ । ଏଥିରେ ସୁଗାର ଲେବଲ ବଢିପାରେ । ଏହାକୁ ଖାଇବା ପରେ ପେଟ ଭାରିଭାରି ଲାଗିଥାଏ ।

ବୁଟଡାଲି: ସୁଗାର ପେସେଣ୍ଟ ବୁଟଡାଲି ନ ଖାଇବା ଆବଶ୍ୟକ । ଏହି ଡାଲିକୁ ହଜମ କରିବା କଠିନ ହୋଇଥାଏ । ଏହାକୁ ଅଧିକମାତ୍ରାରେ ଖାଇବା ଦ୍ୱାରା ରକ୍ତରେ ୟୁରିକ ଏସିଡ ମଧ୍ୟ ବଢିପାରେ । ଏଥିରେ କିଡନୀ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ ।

ଆହୁରି ଅନେକ ଡାଲି ଅଛି ଯାହାକୁ ଡାଇବେଟିସ୍ ରୋଗୀ ବିଲକୁଲ୍ ନ ଖାଇବା ଆବଶ୍ୟକ । ଏହା ଖାଇବା ଦ୍ୱାରା ବ୍ଲଡ ସୁଗାର ବଢିଯାଇଥାଏ । ଏଥିପାଇଁ ଏଥିରୁ ଦୂରେଇ ରହିବା ନିହାତି ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+