ଉଚ୍ଚ ତକିଆ ବ୍ୟବହାର କଲେ ରାତିରେ ବାରମ୍ବାର ଭାଙ୍ଗିଥାଏ ନିଦ , ଜାଣନ୍ତୁ ଏହା ପଛରେ ରହିଛି ଏହି ବଡ କାରଣ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ୭ ରୁ ୮ ଘଣ୍ଟା ଶୋଇବା ନିତାନ୍ତ ଜରୁରୀ। ଏହାଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ଦିନଯାକ ସତେଜ ଅନୁଭବ କରିବେ। ମାତ୍ର ଶୋଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ତା'ମଧ୍ୟରୁ ଗୋଟିଏ ହେଉଛି ତକିଆ । ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ତକିଆ ବ୍ୟବହାର କରନ୍ତି । କିଛି ଲୋକେ ନରମ ତ କିଛି ଅଧିକ ଉଚ୍ଚତା ବିଶିଷ୍ଟ ତକିଆ ବ୍ୟବହାର କରନ୍ତି । ତେବେ ଏଭଳି ତକିଆ ବ୍ୟବହାର କଲେ ସ୍ୱାସ୍ଥ୍ୟ ଜନିତ କି କି ସମସ୍ୟା ସୃଷ୍ଟି ହୁଏ ଜାଣି ରଖନ୍ତୁ..

sleep

ଉଚ୍ଚ ତକିଆ ବ୍ୟବହାର କରିବା ଦ୍ୱାରା ବେକ ଓ ମେରୁଦଣ୍ଡରେ ଯନ୍ତ୍ରଣା ହୋଇଥାଏ । ହାଡ ଉପରେ କୁପ୍ରଭାବ ପଡିଥାଏ । ବେକ ଓ ପିଠିରେ ଯନ୍ତ୍ରଣା ଲାଗି ରହିଥାଏ ।

ଉଚ୍ଚ ତକିଆ ବ୍ୟବହାର କରିବା ଦ୍ୱାରା ଶରୀରର ଉପର ଅଂଶ ଅଧିକ ଉଚ୍ଚରେ ରହିଥାଏ । ଏହାର କୁପ୍ରଭାବ ପାଚନ ଉପରେ ପଡିଥାଏ । ଖାଦ୍ୟ ଭଲ ଭାବେ ହଜମ ହୋଇପାରିନଥାଏ । ପେଟ ସହ ଗ୍ୟାଷ୍ଟ୍ରିକ୍‌ ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷ କରି ରାତି ଖାଦ୍ୟ ସେବନ କରି ଶୋଇବା ପରେ ଏହି ସମସ୍ୟା ଅଧିକ ହୋଇଥାଏ।

ବାରମ୍ବାର ଥଣ୍ଡା, ଜ୍ୱର, କାଶ, ତ୍ୱଚା ଜନିତ ସଂକ୍ରମଣ ହେଲେ ଏହା ତକିଆ ପାଇଁ ହୋଇଥାଏ।
ଥଣ୍ଡା, ସଂକ୍ରମଣ ଜନିତ ରୋଗ ଲାଗି ରହିଲେ, ଏହାର କାରଣ ମଧ୍ୟ ତକିଆ।

ତ୍ୱଚାରେ ବାରମ୍ବାର ବ୍ରଣ ହେଉଥିଲେ, ଏହାର କାରଣ ତକିଆ ବୋଲି କୁହାଯାଏ। ଅଧିକ ଦିନ ଧରି ତକିଆ ବ୍ୟବହାର କଲେ, ତ୍ୱଚାରେ ବ୍ରଣ ହୋଇଥାଏ। ଅଳ୍ପ ଦିନରେ ତକିଆ ଖୋଳ ନିଶ୍ଚୟ ବଦଳାନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+